Home Bibles ଦିତୀୟ ବଂଶାବଳୀ 32:18 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 32:18 · ଓଡ଼ିଆ ବାଇବେଲ

ଏହାପରେ ଅଶୂରର ରାଜାର ଭୃତ୍ଯମାନେ ୟିରୁଶାଲମର ପ୍ରାଚୀର ଉପରେ ଥିବା ଲୋକମାନଙ୍କୁ ଉଚ୍ଚସ୍ବର ରେ ଡାକିଲେ। ସହେି ଭୃତ୍ଯମାନେ ୟିରୁଶାଲମର ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହିପରି କଲେ। ସମାନେେ ଯେପରି ୟିରୁଶାଲମ ନଗରକୁ ହସ୍ତଗତ କରିପାରନ୍ତି, ସେଥିନିମନ୍ତେ ସହେିସବୁ କଥା କହିଲେ।

Cross references

ପ୍ରଥମ ଶାମୁୟେଲ 17:10

ପଲେଷ୍ଟୀୟ ମଧ୍ଯ କହିଲେ, ଆଜି ମୁ ଇଶ୍ରାୟେଲର ସୈନ୍ଯ ବାହିନୀକକ୍ସ୍ଟ ତକ୍ସ୍ଟଛ କରୁଅଛି। ମୁ ସାହାସ କରି କହକ୍ସ୍ଟଛି ମାେତେ ଜଣେ ଲୋକ ଦିଅ, ତବେେ ଆମ୍ଭମାନେେ ପରସ୍ପର ୟକ୍ସ୍ଟଦ୍ଧ କରିପାରିବକ୍ସ୍ଟ।

ପ୍ରଥମ ଶାମୁୟେଲ 17:26

ଦାଉଦ ସଠାେରେ ଠିଆ ହାଇେଥିବା ଲୋକମାନଙ୍କୁ ପଚାରିଲେ, ସେ କ'ଣ କହିଲା? ଯେଉଁଲୋକ ଏହି ପଲେଷ୍ଟୀୟକକ୍ସ୍ଟ ବଧ କରି ଏବଂ ଇଶ୍ରାୟେଲର ଏହି ଅପମାନ ଦୂର କରିବ, ତାହାପ୍ରତି କ'ଣ କରାୟିବ? କିଏ ଏହି ଅସକ୍ସ୍ଟନ୍ନତ ପଲେଷ୍ଟୀୟ ୟିଏ ଜୀବିତ ପରମେଶ୍ବରଙ୍କ ସୈନ୍ଯ ଛାଉଣୀକି ଅବମାନନା କରିବାକୁ ସାହାସ କରେ।

ଦିତୀୟ ରାଜାବଳୀ 18:26

ତା'ପରେ ହିଲକିଯର ପୁତ୍ର ଇଲିଯାକୀମ୍, ଶିବନ ଓ ୟୋଯାହ ରବଶାକିକୁ କହିଲେ, ବିନଯ କରୁଅଛୁ, ଆପଣ ଅରାମୀଯ ଭାଷା ରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭମାନେେ ତାହା ବୁଝୁଅଛୁ। କିନ୍ତୁ ଆପଣ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।

ନିହିମିୟା 6:9

ଏହି ଚିନ୍ତାକରି ସମାନେେ ଆମ୍ଭକୁ ଭୟଭୀତ କଲେ, ସମାନଙ୍କେ ହସ୍ତ ଦୁର୍ବଳ ହବେ ଓ ପ୍ରାଚୀର କାର୍ୟ୍ଯ ଶଷେ ହବେ ନାହିଁ।

ଯିଶାଇୟ 36:13

ତା'ପ ରେ ରବଶାକି ଉଚ୍ଚସ୍ବର ରେ ୟିହୁଦୀଯ ଭାଷା ରେ କହିଲେ।

Interlinear

Choose Theme