ଆଉ ସେଥି ନିମନ୍ତେ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ୟୁଦ୍ଧ ରେ ନିହତ ହେଲେ। ଆମ୍ଭମାନଙ୍କ ପୁତ୍ର ଓ କନ୍ଯା ଓ ସ୍ତ୍ରୀମାନେ ବନ୍ଦୀରୂପେ ନିଆଗେଲ।
Cross references
ମୁଁ ତୁମ୍ଭ ବିରୁଦ୍ଧ ରେ ୟିବି, ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ପରାଜିତ ହବେ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସମାନେେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କହେି ତୁମ୍ଭମାନଙ୍କ ପଛ ରେ ନ ଗୋଡ଼ାଇଲେ ହେଁ ତୁମ୍ଭମାନେେ ଦୌଡି ପଳାଇୟିବ।
ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ବର ଅରାମର ରାଜାଙ୍କ ଦ୍ବାରା ଆହସ୍ଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ଯଦଳ ଆହସ୍ଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନକେ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସହେି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନଇଗେଲେ। ସଦାପ୍ରଭୁ ଇଶ୍ରାୟେଲର ରାଜା ପକହଙ୍କେ ଦ୍ବାରା ମଧ୍ଯ ଆହସ୍ଙ୍କୁ ପରାସ୍ତ କଲେ।
ଇଦୋମୀଯମାନେ ଲୋକମାନଙ୍କୁ ଧରିଲେ ଓ ସମାନଙ୍କେୁ ବନ୍ଦୀ କରି ନଇଗେଲେ। ତେଣୁ ରାଜା ଆହସ୍, ଅଶୂରୀଯ ରାଜାଙ୍କୁ ସାହାୟ୍ଯ ମାଗିଲେ।
ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସମାନେେ ନାହାନ୍ତି। ମାତ୍ର ସମାନଙ୍କେର ପାପର ଭାର ଆମ୍ଭମାନେେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।