Home Bibles ଦିତୀୟ ବଂଶାବଳୀ 29:23 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:23 · ଓଡ଼ିଆ ବାଇବେଲ

ଏହାପରେ ଯାଜକମାନେ ଛାଗଗୁଡ଼ିକୁ ରାଜାଙ୍କ ସମ୍ମୁଖକୁ ଆଣିଲେ ଓ ଲୋକମାନେ ଏକତ୍ର ସମ୍ମିଳିତ ହେଲେ। ଏହି ଛାଗଗୁଡ଼ିକ ପାପାର୍ଥକ ବଳି ଥିଲା। ଯାଜକମାନେ ସମାନଙ୍କେ ହସ୍ତ ଛାଗମାନଙ୍କ ମସ୍ତକ ଉପରେ ରଖିଲେ ଓ ଛାଗଗୁଡ଼ିକୁ ବଧ କଲେ।

Cross references

ଲେବୀୟ ପୁସ୍ତକ 1:4

ପୁଣି ସେ ହାମବେଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସହେି ବଳି ତାହାର ପ୍ରାଯଶ୍ଚିତ ରୂପେ ଗ୍ରାହ୍ଯ ହବେ।

ଲେବୀୟ ପୁସ୍ତକ 4:4

ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ ତମ୍ବୁର ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ବଧ କରିବ।

ଲେବୀୟ ପୁସ୍ତକ 4:15

ତା'ପରେ ମଣ୍ଡଳୀର ପା୍ରଚୀନବର୍ଗ ସହେି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବେ।

ଲେବୀୟ ପୁସ୍ତକ 4:24

ସହେି ଶାସକ ଛାଗ ମସ୍ତକରେ ହାତ ରଖି ହାମବେଳି ବଧ କରିବା ସ୍ଥାନ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ, ତାହା ହବେ ପାପାର୍ଥକ ନବୈେଦ୍ଯ।

ଲେବୀୟ ପୁସ୍ତକ 4:29

ପୁଣି ସେ ସହେି ପାପାର୍ଥକ ନବୈେଦ୍ଯର ମସ୍ତକରେ ହସ୍ତ ରଖି ହାମବେଳି ବଧ କରିବା ସ୍ଥାନ ରେ ତାକୁ ବଧ କରିବ।

ଲେବୀୟ ପୁସ୍ତକ 4:33

ପୁଣି ସହେି ପାପାର୍ଥକ ନବୈେଦ୍ଯର ମସ୍ତକରେ ହସ୍ତରଖି ହାମବେଳି ବଧ କରିବା ସ୍ଥାନ ରେ ତାକୁ ବଧ କରିବ।

Interlinear

Choose Theme