Home Bibles ଦିତୀୟ ବଂଶାବଳୀ 29:12 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:12 · ଓଡ଼ିଆ ବାଇବେଲ

ଯେଉଁ ଲବେୀୟମାନେ କାର୍ୟ୍ଯ କରିବାକୁ ଆରମ୍ଭ କଲେ, ସମାନଙ୍କେର ତାଲିକା ଏହି : କହାତ୍ ବଂଶର ଅମାସଯଙ୍କ ପୁତ୍ର ମାହତ୍ ଓ ଅସରିଯଙ୍କ ପୁତ୍ର ଯାୟେଲ୍ ଥିଲେ। ମରାରି ବଂଶଧରର ବବ୍ଦିଙ୍କ ପୁତ୍ର କୀଶ୍ ଓ ୟିହୋଲିଲଲଙ୍କେ ପୁତ୍ର ଅସରିଯ ଥିଲେ।

Cross references

ଯାତ୍ରା ପୁସ୍ତକ 6:16

ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।

ଗଣନା ପୁସ୍ତକ 3:17

ଲବେୀର ତିନିପୁତ୍ର ଥିଲେ ଓ ସମାନଙ୍କେର ନାମ ହେଲା ଗେର୍ଶୋନ,କାହାତ୍ ଓ ମରାରି।

ଗଣନା ପୁସ୍ତକ 3:19

ପୁଣି ଆପଣା ବଂଶ ଅନୁସାରେ କାହାତର ପରିବାରବର୍ଗର ନାମ ଅମ୍ରମ, ୟିଷହର, ହିବ୍ରୋଣ ଓ ଉଷୀଯଲେ।

ଗଣନା ପୁସ୍ତକ 4:2

ତୁମ୍ଭମାନେେ ଲବେୀର ସନ୍ତାନଗଣ ମଧ୍ଯରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର।

ପ୍ରଥମ ବଂଶାବଳୀ 6:16

ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।

ପ୍ରଥମ ବଂଶାବଳୀ 6:44

ମରାରିଙ୍କ ବଂଶଧରମାନେ ହମେନ୍ ଓ ଆସଫ୍ଙ୍କ ଆତ୍ମୀଯ ଥିଲେ। ସମାନେେ ହମେନ୍ଙ୍କ ବାମ ପାଶର୍‌ବସ୍ଥ ସଙ୍ଗୀତଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 15:5

କହାତଙ୍କ ପରିବାରବର୍ଗରୁ 120 ଜଣ ଲୋକ ଆସିଲେ। ଉରିଯଲେ ସମାନଙ୍କେର ନେତା ଥିଲେ।

ପ୍ରଥମ ବଂଶାବଳୀ 23:7

ଗେର୍ଶୋନଙ୍କ ବଂଶର ଲାଦନ୍ ଓ ଶିମିଯି।

ଦିତୀୟ ବଂଶାବଳୀ 31:13

କନାନିଯ ଓ ତାଙ୍କର ଭୟାତା ଶିମିଯି ଏହି ଲୋକମାନଙ୍କର ତତ୍ତ୍ବାବଧାରକ ଥିଲେ : ୟିହୀଯେଲ୍, ଅସସିଯ, ନହତ୍, ଅସା ହେଲ୍, ଯିରମୋେତ୍, ୟୋଷାବଦ୍, ଇଲୀଯଲେ, ୟିଷ୍ମଖିଯ ମାହତ୍ ଓ ବନାଯ। ରାଜା ହିଜକିଯ ଓ ପରମେଶ୍ବର ମନ୍ଦିର ଦାଯିତ୍ବ ରେ ଥିବା ପଦାଧିକାରୀ ଅସରିଯ ସହେି ଲୋକମାନଙ୍କୁ ମନୋନୀତ କଲେ।

Interlinear

Choose Theme