ଆହସ୍ ସଦାପ୍ରଭୁଙ୍କ ମନ୍ଦିରରୁ, ରାଜାଙ୍କ ଗୃହରୁ ଓ ମାନ୍ଯଗଣଙ୍କଠାରୁ କିଛି ମୂଲ୍ଯବାନ୍ ସାମଗ୍ରୀ ନେଲେ। ଆହସ୍ ସହେି ସାମଗ୍ରୀଗୁଡ଼ିକୁ ଅଶୂରୀଯ ରାଜାଙ୍କୁ ଦେଲେ। କିନ୍ତୁ ସେ ଆହସ୍ଙ୍କୁ କିଛି ସାହାୟ୍ଯ କଲା ନାହିଁ।
Cross references
ଆଉ ମଧ୍ଯ ଆହସ୍ ସଦାପ୍ରଭୁଙ୍କ ମନ୍ଦିରସର ଓ ରାଜଗୃହର ଭଣ୍ତାରସର ଥିବା ସୁବର୍ଣ୍ଣ ଓ ରୋପ୍ଯସନଲଲ ଓ ଅଶୂରର ରାଜା ନିକଟକୁ ଉପହାର ସ୍ବରୂପ ପଠାଇଲଲ।
ତେଣୁ ହିଜକିଯ ସଦାପ୍ରଭୁଙ୍କ ମନ୍ଦିର ରେ ଓ ରାଜଗୃହର ଭଣ୍ତାରମାନ ରେ ଥିବା ସମସ୍ତ ରୂପା ତାଙ୍କୁ ଦଇେ ଦେଲେ।
ଶୀଶକ୍ ୟିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହ ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଆହୁରି ମଧ୍ଯ ସେ ଶ ଲୋମ ନିର୍ମାଣ କରିଥିବା ସୁବର୍ଣ୍ଣ ଢ଼ାଲ ନଇଗେଲେ।
ଆସା ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରୁ ରୂପା ଓ ସୁନାସବୁ ଆଣିଲେ। ଆଉ ସେ ରାଜାଙ୍କର ଗୃହ ମଧିଅରେ ଥିବା ରୂପା ଓ ସୁନାସବୁ ଆଣିଲେ। ଏହାପରେ ଆସା ବିନ୍ହଦଦ୍ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ବିନ୍ହଦଦ୍ ଅରାମ୍ର ରାଜା ଥିଲେ ଓ ସେ ଦମ୍ମେଶକ ସହର ରେ ବାସ କରୁଥିଲେ। ଆସାଙ୍କ ବାର୍ତ୍ତା ଥିଲା :
ବିନା ଚିନ୍ତା କରି ପ୍ରତିଜ୍ଞା କଲେ ଏହା ଭୟଜନକ ଅଟେ, ମୁଁ ଏହି ଉପହାର ପରମେଶ୍ବରଙ୍କୁ ଉତ୍ସର୍ଗ କରିବ। ଏବଂ ତା'ପ ରେ ସହେି ପ୍ରତିଜ୍ଞା ପୁନଃବିଚାର କରାୟାଏ।
ଦୁର୍ଦ୍ଦଶା ସମୟରେ ବିଶ୍ବାସଘାତକ ଲୋକଠା ରେ ପ୍ରତ୍ଯଯେ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ଯ।
ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଚାଲିଛ, ଏତେ ଅବ ହଳେିତ ଭାବରେ ? ତୁମ୍ଭେ ଅଶୂରର ବିଷଯ ରେ ଯେପରି ଲଜ୍ଜିତା ହାଇେଥିଲ, ସହେିପରି ମିଶରର ବିଷଯ ରେ ଲଜ୍ଜିତା ହବେ।
ଇଫ୍ରଯିମ ତା'ର ପୀଡିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରଯିମ ଅଶୂରକୁ ସାହାୟ୍ଯ ପାଇଁ ଗଲା। ସମାନେେ ସହେି ମହାରାଜାଙ୍କୁ ସମାନଙ୍କେର ସମସ୍ଯା ଜଣାଇଲେ। କିନ୍ତୁ ରାଜା ସମାନଙ୍କେୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସମାନଙ୍କେର କ୍ଷତଗୁଡିକୁ ଆରୋଗ୍ୟ କରିପାରିବେ ନାହିଁ।