Home Bibles ☰ Books ଦିତୀୟ ବଂଶାବଳୀ 28:12 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 28:12 · ଓଡ଼ିଆ ବାଇବେଲ

ଏହାପରେ ଇଫ୍ରଯିମର କେତକେ ନେତା ଦେଖିଲେ ଯେ, ଇଶ୍ରାୟେଲୀୟ ସୈନ୍ଯମାନେ ୟୁଦ୍ଧରୁ ଗୃହକୁ ପ୍ରତ୍ଯାବର୍ତ୍ତନ କଲେ। ସହେି ନେତାମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ ଭଟେିଲେ। ସହେି ନେତାମାନେ ଥିଲେ ୟିହୋହାନନ୍ଙ୍କ ପୁତ୍ର ଅସରିଯ, ମଶି ଲୋମାେତ୍ଙ୍କ ପୁତ୍ର ବରେିଖିଯ, ଶଲ୍ଲୁମଙ୍କର ପୁତ୍ର ୟହଷ୍କିଯ ଓ ହଦ୍ଲଯଙ୍କର ପୁତ୍ର ଅମାସା।

Cross references

ପ୍ରଥମ ବଂଶାବଳୀ 28:1

ଦାଉଦ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସହେି ନେତାଗଣଙ୍କୁ ୟିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ଯଦଳର ସନୋଧ୍ଯକ୍ଷଗଣ, ଅଧ୍ଯକ୍ଷଗଣ, ସନୋପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ୟ୍ଯକାରୀଗଣ, ରାଜାଙ୍କର ବିଶଷେ କର୍ମଚାରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ଯଗଣଙ୍କୁ ଡ଼ାକି ପଠାଇଲେ।

ଯିରିମିୟ 26:6

ଯବେେ ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ ନ କରିବ, ତବେେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ଯ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।'

Interlinear

Choose Theme