Home Bibles ଦିତୀୟ ବଂଶାବଳୀ 27:5 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 27:5 · ଓଡ଼ିଆ ବାଇବେଲ

ଯୋଥମ୍ ଅେମ୍ମାନୀୟ ଲୋକମାନଙ୍କର ରାଜା ଓ ତାଙ୍କର ସୈନ୍ଯଦଳ ବିରୁଦ୍ଧ ରେ ମଧ୍ଯ ୟୁଦ୍ଧ କଲେ ଓ ସମାନଙ୍କେୁ ପରାସ୍ତ କଲେ। ତେଣୁ ତିନିବର୍ଷ ପର୍ୟ୍ଯନ୍ତ ପ୍ରେତ୍ୟକକ ବର୍ଷ ଅମ୍ମାନେୀୟମାନେ ୟୋଥାମ୍ଙ୍କୁ 100 ତାଳନ୍ତ ରୂପା ଦଶ ସହସ୍ର ଗହମ ଓ ଦଶ ସହସ୍ର ବୁଶଇେ ପରିମାଣର ବାର୍ଲି ଦେଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 11:4

କିଛି ଦିନପରେ ଅମ୍ମାନେ ସନ୍ତାନଗଣ ଇଶ୍ରାୟେଲ ସହିତ ୟକ୍ସ୍ଟଦ୍ଧ କରିବାକୁ ଲାଗିଲେ।

ଦିତୀୟ ଶାମୁୟେଲ 10:1

ଏହାପରେ ଅମ୍ମାନେ ସନ୍ତାନଗଣର ରାଜା ମରିଗଲା ପରେ ତା'ର ପକ୍ସ୍ଟତ୍ର ହାନୂନ୍ ରାଜ ପଦ ରେ ଅଭିଷିକ୍ତ ହେଲା।

ଦିତୀୟ ବଂଶାବଳୀ 20:1

ପରେ ମାୟୋବୀଯ, ଅେମ୍ମାନୀୟ ଓ କେତକେ ଅେମ୍ମାନୀୟ ଲୋକ ଯିହାଶାଫେଟ୍ଙ୍କ ସହିତ ୟୁଦ୍ଧ କରିବାକୁ ଆସିଲେ।

ଦିତୀୟ ବଂଶାବଳୀ 26:8

ଅେମ୍ମାନୀୟମାନେ ଉଷିୟଙ୍କୁ ରାଜକର ଦେଲେ। ମିଶରର ସୀମା ପର୍ୟ୍ଯନ୍ତ ସମସ୍ତ ସ୍ଥାନ ରେ ଉଷିୟଙ୍କ ନାମ ବିଖ୍ଯାତ ହାଇେ ଉଠିଲା, ସେ ବିଖ୍ଯାତ ହେଲେ, କାରଣ ସେ ଅତ୍ଯନ୍ତ ପରାକ୍ରମୀ ଥିଲେ।

ଯିରିମିୟ 49:1

ଅମ୍ ନୋନ ସନ୍ତାନଗଣ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ହେ ଅମ୍ ନୋନୀଯ ସନ୍ତାନଗଣ, ତୁମ୍ଭମାନେେ କ'ଣ ଭାବୁଛ ଇଶ୍ରାୟେଲର ପୁତ୍ର ନାହିଁ ? ତାହାର ଉତ୍ତରାଧିକାରୀ କ'ଣ କହେି ନାହାଁନ୍ତି ? ତବେେ ମିଲକମ୍ କାହିଁକି ଗାଦର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁରେ ନଗର ସମୂହ ରେ ବାସ କରୁଅଛନ୍ତି ?

Interlinear

Choose Theme