Home Bibles ଦିତୀୟ ବଂଶାବଳୀ 26:17 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 26:17 · ଓଡ଼ିଆ ବାଇବେଲ

ଅସରିଯ ଯାଜକ ଓ ସଦାପ୍ରଭୁଙ୍କ ସବୋକାର୍ୟ୍ଯ କରୁଥିବା ଅଶୀ ଜଣ ସାହସୀ ୟୁବକମାନେ ଉଷିୟଙ୍କ ପେଛ ପେଛ ମନ୍ଦିର ମଧ୍ଯକୁ ଗଲେ।

Cross references

ପ୍ରଥମ ବଂଶାବଳୀ 6:10

ୟୋହାନନ୍ ଅସରିଯଙ୍କ ପିତା ଥିଲେ (ଶଲୋମନ୍ ୟିରୁଶାଲମ ରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସଠାେରେ ଏହି ଅସରିଯ ଯାଜକ ଭାବେ କାର୍ୟ୍ଯ କରୁଥିଲେ)।

ପ୍ରଥମ ବଂଶାବଳୀ 12:28

ସାଦୋକ୍ ମଧ୍ଯ ସହେି ଦଳ ରେ ଥିଲେ। ସେ ଜଣେ ସାହସୀ ୟୁବା ସୈନ୍ଯ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ୟ୍ଯକାରୀଙ୍କ ସହିତ ଆସିଲେ।

ପ୍ରଥମ ବଂଶାବଳୀ 26:6

ଶମେଯିଯଙ୍କର ମଧ୍ଯ ପୁତ୍ରମାନେ ଥିଲେ। ଶମଯିଯଙ୍କ ପୁତ୍ରମାନେ ତାଙ୍କ ପରିବାରର ମୁଖ୍ଯ ଥିଲେ, କାରଣ ସମାନେେ ଅତି ସାହସୀ ଯୋଦ୍ଧା ଥିଲେ।

Interlinear

Choose Theme