Home Bibles ଦିତୀୟ ବଂଶାବଳୀ 25:6 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 25:6 · ଓଡ଼ିଆ ବାଇବେଲ

ଅମତ୍ସିଯ ମଧ୍ଯ ଇଶ୍ରାୟେଲରୁ 100,000 ସୈନ୍ଯ ଭଡ଼ା ରେ ଆଣିଲେ। ସେ ସହେି ସୈନ୍ଯମାନଙ୍କ ନିମନ୍ତେ 10 0 ତାଳନ୍ତ ରୂପା ଦେଲେ।

Cross references

ପ୍ରଥମ ବଂଶାବଳୀ 19:6

ଅେମ୍ମାନୀୟ ଲୋକମାନେ ଦେଖିଲେ ଯେ, ସମାନେେ ନିଜକୁ ଦାଉଦଙ୍କର ଅତ୍ଯନ୍ତ ଘୃଣ୍ଯ ଶତ୍ରୁ କରିଅଛନ୍ତି। ଏହାପରେ ହାନୂନ ଓ ଅେମ୍ମାନୀୟ ଏକ ସହସ୍ର ତାଳନ୍ତ ରୂପା ଦଇେ ମସୋପଟୋମିଯାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଚାଳକମାନଙ୍କୁ କିଣିଲେ।

Interlinear

Choose Theme