Home Bibles ଦିତୀୟ ବଂଶାବଳୀ 25:18 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 25:18 · ଓଡ଼ିଆ ବାଇବେଲ

ଏହାପରେ ଯୋୟାଶ୍ ଅମତ୍ସିଯଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇଶ୍ରାୟେଲର ରାଜା ଓ ଅମତ୍ସିଯ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ : ଲିବା ନୋନ୍ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋନ୍ର ଏକ ବିରାଟ ଦବଦୋରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, 'ତୁମ୍ଭର କନ୍ଯା ମାରେ ପୁତ୍ରକୁ ବିବାହ କରୁ।' କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା ଓ କଣ୍ଟାବୁଦା ଉପର ଦଇେ ଚାଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦଲୋ।

Cross references

ବିଚାରକର୍ତାମାନଙ୍କ ବିବରଣ 9:8

ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷକେ କରିବାକୁ ଗଲେ। ସମାନେେ ଜିତ ବୃକ୍ଷକକ୍ସ୍ଟ କହିଲେ, ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ବ କର।

ପ୍ରଥମ ରାଜାବଳୀ 4:33

ସେ ପ୍ରକୃତି ସମ୍ବନ୍ଧ ରେ ମଧ୍ଯ ବହୁକଥା ଜାଣିଲେ। ସେ ଲିବା ନୋନର ଏରସ ବୃକ୍ଷ ବିଷଯ ରେ ଓ ପ୍ରାଚୀର ରେ ଜନ୍ମିଥିବା ଏସୋବ ତୃଣ ବିଷଯ ରେ ଶିକ୍ଷା ଦେଲେ। ସେ ପଶୁ, ପକ୍ଷୀ, ଉ ରୋଗାମୀ ପ୍ରାଣୀ ଓ ମତ୍ସ୍ଯମାନଙ୍କର ବିଷଯ ରେ ଶିକ୍ଷା ଦେଲେ।

ଗୀତସଂହିତା 80:13

ବନରୁ ବରାହ ଆସି ଦ୍ରାକ୍ଷାବୃକ୍ଷ ଉପାଡ଼ି ପକାଏ, ବନର ପଶୁଗଣ ତା'ର ପତ୍ର ଖାଇୟାନ୍ତି।

Interlinear

Choose Theme