Home Bibles ଦିତୀୟ ବଂଶାବଳୀ 24:23 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 24:23 · ଓଡ଼ିଆ ବାଇବେଲ

ବର୍ଷର ଶଷେ ଆଡ଼କୁ ଅରାମୀଯ ସୈନ୍ଯଦଳ ୟୋଯାଶ୍ଙ୍କ ବିରୁଦ୍ଧ ରେ ଆସିଲେ। ସମାନେେ ଯିହୁଦା ଓ ୟିରୁଶାଲମକୁ ଆକ୍ରମଣ କଲେ ଏବଂ ଲୋକମାନଙ୍କର ସବୁ ନେତାମାନଙ୍କୁ ହତ୍ଯା କଲେ। ସମାନେେ ସବୁ ବହୁମୂଲ୍ଯ ସାମଗ୍ରୀଗୁଡ଼ିକୁ ଦମ୍ମେଶକର ରାଜାଙ୍କ ନିକଟକୁ ପଠାଇ ଦେଲେ।

Cross references

ଦିତୀୟ ବିବରଣ 32:35

ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'

ପ୍ରଥମ ରାଜାବଳୀ 20:22

ତା'ପରେ ଭବିଷ୍ଯଦ୍ବକ୍ତା ଆହାବ୍ଙ୍କ ନିକଟକୁ ୟାଇ କହିଲେ, ଅରାମର ରାଜା ବିନହଦଦ୍ ପୁନର୍ବାର ୟୁଦ୍ଧ କରିବାକୁ ଆସନ୍ତା ବସନ୍ତ ରେ ଆସିବ। ତୁମ୍ଭେ ଘରକୁ ୟାଇ ନିଜର ସୈନ୍ଯବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦବୋକୁ ସୁଚିନ୍ତିତ ଯୋଜନା କର।

ପ୍ରଥମ ରାଜାବଳୀ 20:26

ଅନନ୍ତର ପରବର୍ଷ ବସନ୍ତ ରେ ବିନ୍ହଦଦ୍ ଅରାମୀଯମାନଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଅଫକେକୁ ଗଲେ।

ଦିତୀୟ ରାଜାବଳୀ 12:17

ଅନନ୍ତର ଅରାମର ରାଜା ହସାଯଲେ ଗାଥ ବିରୁଦ୍ଧ ରେ ୟୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ୟିରୁଶାଲମ ବିରୁଦ୍ଦ ରେ ୟୁଦ୍ଧ କରିବାକୁ ଯୋଜନା କଲେ।

ଦିତୀୟ ବଂଶାବଳୀ 24:17

ଯିହାୟୋଦାରଦାଙ୍କ ମୃତ୍ଯୁ ପରେ, ଯିହୁଦାର ନେତାମାନେ ଆସିଲେ ଓ ରାଜା ୟୋଯାଶ୍ଙ୍କ ସମ୍ମୁଖ ରେ ପ୍ରଣିପାତ କଲେ। ରାଜା ସହେି ନେତାମାନଙ୍କର କଥା ଶୁଣିଲେ।

ଗୀତସଂହିତା 2:10

ଏଣୁ ହେ ରାଜାଗଣ ତୁମ୍ଭେ ବୁଦ୍ଧିମାନ ହୁଅ। ହେ ଶାସକଗଣ ଏହି କଥାକୁ ଶିକ୍ଷା କର।

ଗୀତସଂହିତା 58:10

ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।

ଗୀତସଂହିତା 82:6

ମୁଁ (ପରମେଶ୍ବର) କହିଲି, ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।

Interlinear

Choose Theme