ଦିତୀୟ ବଂଶାବଳୀ 23:21 · ଓଡ଼ିଆ ବାଇବେଲ
ଯିହୁଦାର ସବୁ ଲୋକ ଅତ୍ଯନ୍ତ ଆନନ୍ଦିତ ଥିଲେ ଓ ୟିରୁଶାଲମ ନଗର ରେ ଶାନ୍ତି ବିରାଜିଲା, କାରଣ ଅଥଲିଯା ଖଡ୍ଗ ଦ୍ବାରା ନିହତ ହାଇେଥିଲେ।
Cross references
ଦିତୀୟ ରାଜାବଳୀ 11:20
ସମସ୍ତ ଲୋକ ଆନନ୍ଦିତ ହେଲେ ଓ ନଗର ସୁସ୍ଥିର ହେଲା। ଆଉ ରାଜଗୃହ ନିକଟରେ ଅଥଲିଯା ଖଡ୍ଗ ରେ ନିହତ ହେଲା।
ଗୀତସଂହିତା 58:10
ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।
ହିତୋପଦେଶ 11:10
ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜଯଧ୍ବନି ହୁଏ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:20
ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:1
ତା'ପରେ ମୁଁ ସ୍ବର୍ଗ ରେ ଅନକେ ଲୋକମାନଙ୍କର ସ୍ବର ଭଳି ଏକ ସ୍ବର ଶୁଣିଲି। ସମାନେେ କହୁଥିଲେ :