Home Bibles ଦିତୀୟ ବଂଶାବଳୀ 23:15 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 23:15 · ଓଡ଼ିଆ ବାଇବେଲ

ଏହାପରେ ଅଥଲିଯା ରାଜାଙ୍କ ଗୃହର ଅଶ୍ବଦ୍ବାର ନିକଟକୁ ଆସବାରୁ ସହେି ଲୋକମାନେ ତାଙ୍କୁ ଧରିଲେ। ଆଉ ସମାନେେ ସହେି ସ୍ଥାନ ରେ ହିଁ ତାଙ୍କୁ ବଧ କଲେ।

Cross references

ଗଣନା ପୁସ୍ତକ 35:33

ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ଯାକାରୀର ମୃତ୍ଯୁ ବ୍ଯତୀତ କୌଣସି ପ୍ରକାର ପ୍ରାପ୍ଯ ଦେଶର ପାପକୁ ଧୋଇ ପାରିବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 1:7

ଏହାପରେ ଅଦୋନୀବଷେକ୍ ସମାନଙ୍କେୁ କହିଲେ, ହସ୍ତପାଦର ଛିନ୍ନା ଅଙ୍ଗକ୍ସ୍ଟଳି ସତକ୍ସ୍ଟରି ଜଣ ରାଜା ଆମ୍ଭ ମଜେ ତଳେ ନିଜର ଆହାର ସାଉଣ୍ଟକ୍ସ୍ଟ ଥିଲେ। ମୁ ଯେପରି କରିଥିଲି ପରମେଶ୍ବର ମାେତେ ସହେିପରି ଦେଲେ। ଏହାପରେ ୟିହକ୍ସ୍ଟଦାର ଲୋକମାନେ ଅଦୋନୀବଷେକ୍ଙ୍କକ୍ସ୍ଟ ଯିରୁଶାଲମକୁ ଆଣିଲେ ଓ ସେ ସଠାେରେ ମୃତକ୍ସ୍ଟ୍ଯବରଣ କଲା।

ପ୍ରଥମ ରାଜାବଳୀ 18:40

ତା'ପରେ ଏଲିଯ ସମାନଙ୍କେୁ କହିଲେ, ବାଲ୍ର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧର, କାହାରିକୁ ଛାଡ ନାହିଁ। ତେଣୁ ଲୋକମାନେ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିଯ ସମାନଙ୍କେୁ କୀଶୋନ ନଦୀ ନିକଟକୁ ନଇେ ସଠାେରେ ହତ୍ଯା କଲେ।

ଦିତୀୟ ବଂଶାବଳୀ 22:10

ଅଥଲିଯା ଅହସିଯଙ୍କ ମାତା ଥିଲେ। ଯେତବେେଳେ ସେ ଦେଖିଲେ ଯେ, ତାଙ୍କର ପୁତ୍ରର ମୃତ୍ଯୁ ହାଇେଅଛି, ସେ ଯିହୁଦା ରେ ରାଜାଙ୍କର ସବୁ ସନ୍ତାନମାନଙ୍କୁ ହତ୍ଯା କଲେ।

ନିହିମିୟା 3:28

ଯାଜକମାନେ ପ୍ରେତ୍ୟକକ ନିଜ ନିଜ ଗୃହ ସମ୍ମୁଖ ରେ ଅଶ୍ବଦ୍ବାରର ଉପରଭାଗର ଭଗ୍ନଅଂଶ ଗଠନ କଲେ।

ଗୀତସଂହିତା 5:6

ଯେଉଁମାନେ ମିଥ୍ଯା କହନ୍ତି, ତୁମ୍ଭେ ସମାନଙ୍କେୁ ବିନାଶ କରିବ। ତୁମ୍ଭେ ସହେି ଲୋକମାନଙ୍କୁ ଘୃଣା କର ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନ ଷଡ଼ୟନ୍ତ୍ର କରନ୍ତି।

ଗୀତସଂହିତା 55:23

ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।

ଯିରିମିୟ 31:40

ପୁଣି ଶବ ଭସ୍ମ ରେ ପୂର୍ଣ୍ଣ ହାଇେଥିବା ଉପତ୍ୟକା, କିଦ୍ରୋଣ ଷୋର୍ତ ପର୍ୟ୍ଯନ୍ତ ସମସ୍ତ କ୍ଷେତ୍ର ଓ ପୂର୍ବ ଦିଗସ୍ଥ ଅଶ୍ବ ଦ୍ବାରର କଣ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ। ଆଉ ସହେି ୟିରୁଶାଲମ ନଗର କବେେ ଉତ୍ପାଟିତ ବା ନିପାତିତ ହବେ ନାହିଁ।

ମାଥିଉଲିଖିତ ସୁସମାଚାର 7:2

ତୁମ୍ଭେ ଅନ୍ୟର ବିଚାର କଲେ ଠିକ୍ ସହେିଭଳି ତୁମ୍ଭର ବି ବିଚାର କରାୟିବ। ତୂମ୍ଭେ ଅନ୍ୟକୁ ଯେଉଁଥି ରେ ତଉଲିବ ପରମେଶ୍ବର ତୁମ୍ଭକୁ ସହେିଥି ରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆୟିବ।

ଯାକୁବଙ୍କ ପତ୍ 2:13

ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:5

ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ବରଙ୍କୁ କହିବାର ଶୁଣିଲି :

Interlinear

Choose Theme