Home Bibles ଦିତୀୟ ବଂଶାବଳୀ 21:3 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 21:3 · ଓଡ଼ିଆ ବାଇବେଲ

ଯିହାଶାଫେଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନକେ ବହୁମୂଲ୍ଯ ପଦାର୍ଥ ଉପହାର ଦଇେଥିଲେ। ସେ ସମାନଙ୍କେୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ଯ ପ୍ରଦାନ କରିଥିଲେ। କିନ୍ତୁ ଯିହାଶାଫେଟ୍, ଯିହାରୋମ୍ଙ୍କୁ ରାଜ୍ଯ ଦେଲେ, କାରଣ ସେ ତାଙ୍କର ଜେଷ୍ଠ ପୁତ୍ର ଥିଲେ।

Cross references

ଆଦି ପୁସ୍ତକ 25:6

ଅବ୍ରହାମ ମୃତ୍ଯୁ ପୂର୍ବରୁ ସେ ଦାମୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସହେି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶ ରେ ରହିବାକୁ ବିଦାଯ କଲେ। ସେ ସମାନଙ୍କେୁ ଇସ୍ହାକଠାରୁ ହୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକକୁ ଦେଲେ।

ଦିତୀୟ ବିବରଣ 21:15

ଯଦି କୌଣସି ଲୋକର ଦକ୍ସ୍ଟଇଟି ସ୍ତ୍ରୀ ଥାଏ, ସେ ଜଣକକ୍ସ୍ଟ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସହେି ଦକ୍ସ୍ଟଇଜଣ ୟାକ ତୁମ୍ଭର ପକ୍ସ୍ଟତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପକ୍ସ୍ଟତ୍ରକକ୍ସ୍ଟ ତୁମ୍ଭେ ଭଲ ପାଉ ନ ଥିବ ସ୍ତ୍ରୀ ଜନ୍ମ ଦଇେଥାଏ।

ଦିତୀୟ ବିବରଣ 21:17

ମାତ୍ର ସେ ଅପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଜ୍ଯୈଷ୍ଠ ବୋଲି ସ୍ବୀକାର କରି ଆପଣା ସର୍ବସ୍ବରକ୍ସ୍ଟ ଦକ୍ସ୍ଟଇଗକ୍ସ୍ଟଣ ଅଂଶ ତାହାକକ୍ସ୍ଟ ଦବେ। କାରଣ ସେ ତା'ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜେଷ୍ଠ ଅଧିକାର ତା'ର ଅଟେ।

ଦିତୀୟ ବଂଶାବଳୀ 11:5

ରିହବିଯାମ୍ ୟିରୁଶାଲମ ରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 11:23

ରିହବିଯାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରେତ୍ୟକକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ଯାପ୍ତ କରି ରଖିଲେ। ଆଉ ରିହବିଯାମ୍ ତାଙ୍କର ପୁତ୍ରମାନଙ୍କୁ ୟଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ଯ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖାଜେିଲେ।

Interlinear

Choose Theme