ଦିତୀୟ ବଂଶାବଳୀ 18:6 · ଓଡ଼ିଆ ବାଇବେଲ
କିନ୍ତୁ ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଅନ୍ୟ କୌଣସି ଭବିଷ୍ଯଦ୍ବକ୍ତା ଏଠା ରେ ନାହାନ୍ତି କି, ଯାହାକୁ ଆମ୍ଭେ ପଚାରିପାରିବା ?
Cross references
ପ୍ରଥମ ରାଜାବଳୀ 22:7
କିନ୍ତୁ ଯିହାଶାଫେଟ୍ କହିଲେ, ତୁମ୍ଭମାନଙ୍କ ବ୍ଯତୀତ ଆଉ କହେି ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି କି? ଯଦି ସଠାେରେ ଅଛନ୍ତି, ଆମ୍ଭେ ସମାନଙ୍କେୁ ପରମେଶ୍ବରଙ୍କର ବାକ୍ଯ ପଗ୍ଭରନ୍ତୁ।
ଦିତୀୟ ରାଜାବଳୀ 3:11
ମାତ୍ର ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଏପରି କହେି ଭବିଷ୍ଯଦ୍ବକ୍ତା କ'ଣ ଏଠା ରେ ନାହାଁନ୍ତି ଯାହାଙ୍କୁ ଦଇେ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?