Home Bibles ☰ Books ଦିତୀୟ ବଂଶାବଳୀ 18:17 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 18:17 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ମୁଁ ତୁମ୍ଭକୁ କହିଥିଲି ଯେ, ମୀଖାଯ ମାେ ନିମନ୍ତେ କୌଣସି ଉତ୍ତମ ବାର୍ତ୍ତା ଆଣିବ ନାହିଁ। ମାେ' ନିମନ୍ତେ ସେ କବଳେ ଖରାପ ବାର୍ତ୍ତା ଆଣେ।

Cross references

ପ୍ରଥମ ରାଜାବଳୀ 22:18

ଆହାବ୍ ଯିହାଶାଫେଟ୍ଙ୍କୁ କହିଲେ, ଦେଖ, ମୁଁ କଣ କହି ନଥିଲି, ମୀଖାଯ କବେେ ଅମଙ୍ଗଳ ବିନା ମଙ୍ଗଳକର ଭବିଷ୍ଯଦ୍ବାଣୀ ମାେ ବିଷଯ ରେ କରିବ ନାହିଁ।

ଦିତୀୟ ବଂଶାବଳୀ 18:7

ଏହାପରେ ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ଏହିଠା ରେ ତଥାପି ଆହୁରି ଜଣେ ବ୍ଯକ୍ତି ଅଛନ୍ତି। ଆମ୍ଭମାନେେ ତାଙ୍କ ମାଧ୍ଯମ ରେ ସଦାପ୍ରଭୁଙ୍କୁ ପଚାରିପାରିବା। କିନ୍ତୁ ମୁଁ ସହେି ବ୍ଯକ୍ତିଙ୍କୁ ଘୃଣା କରେ, କାରଣ ସେ କବେେ ହେଁ ସଦାପ୍ରଭୁଙ୍କଠାରୁ ମାେ ନିମନ୍ତେ ଗୋଟିଏ ସୁଦ୍ଧା ଶୁଭବାର୍ତ୍ତା ଆଣି ନାହିଁ। ସେ ସର୍ବଦା ମାେ ନିକଟକୁ ମନ୍ଦ ଖବର ଆଣିଛି। ସହେି ବ୍ଯକ୍ତିଙ୍କର ନାମ ହେଲା, ମୀଖାଯ। ସେ ୟିମ୍ନଙ୍କ ପୁତ୍ର ଅଟନ୍ତି। କିନ୍ତୁ ଯିହାଶାଫେଟ୍ କହିଲେ, ଜଣେ ରାଜା ସପରେି କହିବା ଉଚିତ୍ ନୁହେଁ।

ହିତୋପଦେଶ 29:1

ଯେଉଁ ଲୋକ ଥରକୁଥର, ଅନୁୟୋଗ ପାଇ ମଧ୍ଯ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହବେ।

ଯିରିମିୟ 43:2

ହୋଶିଯର ପୁତ୍ର ଅସରିଯ, କା ରହରେ ପୁତ୍ର ୟୋହାନନ୍ ଓ ଅନ୍ୟ କେତକେ ଅହଙ୍କାରୀ ଲୋକ କୋର୍ଧାନ୍ବିତ ହାଇେ ଯିରିମିୟଙ୍କୁ କହିଲେ, ତୁମ୍ଭେ ମିଥ୍ଯା କଥା କହୁଅଛ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏ କଥା କହି ତୁମ୍ଭକୁ ଆମ୍ଭମାନଙ୍କ ନିକଟକୁ ପଠାଇ ନାହାଁନ୍ତି, 'ତୁମ୍ଭମାନେେ ମିଶର ରେ ୟାଇ ପ୍ରବାସ କର ନାହିଁ।'

Interlinear

Choose Theme