ଦିତୀୟ ବଂଶାବଳୀ 16:5 · ଓଡ଼ିଆ ବାଇବେଲ
ବାଶା ଇଶ୍ରାୟେଲର ଏହି ସହରଗୁଡ଼ିକ ଉପରେ ଆକ୍ରମଣର ଖବର ଶୁଣିଲା। ତେଣୁ ସେ ରାମା ସହରକୁ ଏକ ଦୁର୍ଗ ରେ ପରିଣତ କରିବା କାର୍ୟ୍ଯ ବନ୍ଦ କଲା ଏବଂ ସେ ନିଜ ରାଜ୍ଯକୁ ଫରେିଗଲା।
Cross references
ପ୍ରଥମ ରାଜାବଳୀ 15:21
ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡି ତିର୍ସା ରେ ବାସ କଲେ।