ଦିତୀୟ ବଂଶାବଳୀ 16:13 · ଓଡ଼ିଆ ବାଇବେଲ
ଆସା ତାଙ୍କର ରାଜତ୍ବର ଏକଚାଳିଶତମ ବର୍ଷ ରେ ମୃତ୍ଯୁବରଣ କଲେ। ଆଉ ଆସା ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ପାଇଲେ।
Cross references
ପ୍ରଥମ ରାଜାବଳୀ 15:24
ଏହାପରେ ଆସା ମୃତ୍ଯୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ଦେଲେ। ତାଙ୍କ ମୃତ୍ଯୁପରେ ତାଙ୍କର ପୁତ୍ର ଯିହାଶାଫେଟ୍ ରାଜତ୍ବ କଲେ।