Home Bibles ଦିତୀୟ ବଂଶାବଳୀ 15:5 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 15:5 · ଓଡ଼ିଆ ବାଇବେଲ

ସହେି ଦୁର୍ଦ୍ଦଶାର ସମୟରେ କୌଣସି ବ୍ଯକ୍ତି ସୁରକ୍ଷିତ ଭାବରେ ୟାତ୍ରା କରିପାରୁ ନ ଥିଲେ। ସହେି ଦେଶର ସମସ୍ତ ବାସିନ୍ଦା ଅସୁବିଧା ରେ ପଡ଼ିଲେ।

Cross references

ଦିତୀୟ ବିବରଣ 28:19

ପ୍ରବେଶ କରିବା ବେଳେ ଓ ବାହାରକକ୍ସ୍ଟ ୟିବା ବେଳେ ତୁମ୍ଭେ ଶାପଗ୍ରସ୍ତ ହବେ।

ବିଚାରକର୍ତାମାନଙ୍କ ବିବରଣ 5:6

ସହେିଦିନ ଅନାତ୍ ପକ୍ସ୍ଟତ୍ର ଶମଗର ସମୟରେ ଏବଂ ୟାଯଲେ ସମୟରେ ମକ୍ସ୍ଟଖ୍ଯ ରାସ୍ତାଗକ୍ସ୍ଟଡିକ ଜନଶୂନ୍ଯ ହେଲା। ବପୋରୀମାନେ ପଥଗ୍ଭରିମାନେ ବକ୍ର ଉପ ପଥ ଦଇେ ଗମନ କଲେ।

ପ୍ରଥମ ଶାମୁୟେଲ 13:6

ଇଶ୍ରାୟେଲୀୟମାନେ ଆପଣାମାନଙ୍କ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗକ୍ସ୍ଟମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ଯାନ୍ଯ ଗାତ୍ର ରେ ଆତ୍ମଗୋପନ କଲେ।

ଗୀତସଂହିତା 121:8

ବର୍ତ୍ତମାନ ଏବଂ ସବୁଦିନ ପାଇଁ ୟିବା ଆସିବା ବେଳେ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।

ଯିଖରିୟ 8:10

ସହେିଦିନ ପୂର୍ବରୁ ମନୁଷ୍ଯ ପାଇଁ ବତନେ ନଥିଲା, ପଶୁ ପାଇଁ ଆଯ ନଥିଲା, ବାହାରକୁ ୟିବା ଓ ଭିତରକୁ ଆସିବା ଲୋକମାନଙ୍କ ପାଇଁ ଶତୃମାନଙ୍କଠାରୁ କୌଣସି ନିରାପତ୍ତା ନଥିଲା, କାରଣ ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ତାଙ୍କ ପଡ଼ୋଶୀଙ୍କ ବିପକ୍ଷ କରାଇଥିଲୁ।

ମାଥିଉଲିଖିତ ସୁସମାଚାର 24:6

ତୁମ୍ଭମାନେେ ୟୁଦ୍ଧ ବିଷୟ ରେ ଓ ୟୁଦ୍ଧର ଗୁଜବ ବିଷୟ ରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।

ଲୂକଲିଖିତ ସୁସମାଚାର 21:25

ସୂର୍ୟ୍ଯ, ଚନ୍ଦ୍ର ଓ ତାରାମାନଙ୍କ ରେ ସଙ୍କତେ ରୂପକ ଅନକେ ଅଦ୍ଭୁତ ବିଷୟ ଘଟିବ। ପୃଥିବୀ ରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ'ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।

Interlinear

Choose Theme