Home Bibles ଦିତୀୟ ବଂଶାବଳୀ 14:15 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 14:15 · ଓଡ଼ିଆ ବାଇବେଲ

ଆସାଙ୍କ ସୈନ୍ଯଦଳ ମଷେ ପାଳକମାନଙ୍କର ଛାଉଣୀ ଉପରେ ମଧ୍ଯ ଆକ୍ରମଣ କଲେ। ସମାନେେ ଅନକେ ମଷେ ଓ ଓଟ ନଇଗେଲେ। ଏହାପରେ ଆସାଙ୍କ ସୈନ୍ଯଦଳ ୟିରୁଶାଲମକୁ ଫରେିଗଲେ।

Cross references

ଗଣନା ପୁସ୍ତକ 31:9

ଇଶ୍ରାୟେଲର ଲୋକମାନେ ମିଦିଯନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସମାନେେ ସମାନଙ୍କେର ସମସ୍ତ ପଶୁ ଓ ସମସ୍ତ ମଷେପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ।

ଗଣନା ପୁସ୍ତକ 31:30

ପୁଣି ଇଶ୍ରାୟେଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ଯ,ଗୋରୁ, ଗର୍ଦ୍ଦଭ ଓ ମଷୋଦି ସମସ୍ତ ପଶୁ ମଧ୍ଯରୁ ପ୍ରତି ପଚାଶର ଗୋଟିଏ ଲଖାଏଁେ ନଇେ ଲବେୀୟମାନଙ୍କୁ ଦିଅ। କାରଣ ସମାନେେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।

ପ୍ରଥମ ଶାମୁୟେଲ 30:20

ଦାଉଦ ସମସ୍ତ ମଷେ ଓ ଗାଈମାନ ପକ୍ସ୍ଟନର୍ବାର ପାଇଲେ। ଦାଉଦର ଲୋକମାନେ ଏହି ପଶକ୍ସ୍ଟଗୁଡିକୁ ସମାନଙ୍କେ ଆଗେ ଆଗେ ନେଲେ ଓ ସମାନେେ କହିଲେ, ଏହା ହେଉଛି ଦାଉଦର ଲାଭ।

ପ୍ରଥମ ବଂଶାବଳୀ 4:41

ହିଜକିଯ ଯିହୁଦାର ରାଜା ଥିବା ସମୟରେ ଏହା ଘଟିଲା। ସହେି ଲୋକମାନେ ଗଦୋରକୁ ଆସିଲେ ଓ ହାମ୍ଙ୍କ ବଂଶଧରମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସମାନେେ ହମାତୀଯ ଲୋକମାନଙ୍କର ତମ୍ବୁସବୁ ନଷ୍ଟ କରି ଦେଲେ। ସହେି ଲୋକମାନେ ସଠାେରେ ବାସ କରୁଥିବା ମିଯନୀଯ ଲୋକମାନଙ୍କ ସହିତ ମଧ୍ଯ ୟୁଦ୍ଧ କଲେ। ସମାନେେ ସମସ୍ତେ ମିଯନୀଯ ଲୋକମାନଙ୍କୁ ବିନାଶ କଲେ। ଆଜି ମଧ୍ଯ ସଠାେରେ କୌଣସି ମିଯନୀଯ ଲୋକ ନାହାନ୍ତି। ତେଣୁ ଏହି ଲୋକମାନେ ସଠାେରେ ବସବାସ କରିବାକୁ ଆରମ୍ଭ କଲେ।

ପ୍ରଥମ ବଂଶାବଳୀ 5:21

ସମାନେେ ହାଗରୀଯ ଲୋକମାନଙ୍କର ପଶୁଗଣକୁ ନଇଗେଲେ। ସମାନେେ 50,000 ଓଟ, 2,50,000 ମଷେ, 2,000 ଗଧ ଓ 1,00,000 ଲୋକଙ୍କୁ ନଇଗେଲେ।

Interlinear

Choose Theme