ଯେଉଁ ଲୋକମାନଙ୍କୁ କାର୍ୟ୍ଯ କରିବାକୁ ବାଧ୍ଯ କରାଗଲା, ହଦୋରାମ ସମାନଙ୍କେ ଦାଯିତ୍ବ ରେ ଥିଲେ। ରିହବିଯାମ୍ ତାହାଙ୍କୁ ଇଶ୍ରାୟେଲର ଲୋକାମାନଙ୍କ ନିକଟକୁ ପଠାଇଲେ। କିନ୍ତୁ ଇଶ୍ରାୟେଲର ଲୋକମାନେ ତାଙ୍କ ଉପରେ ପଥର ଫୋପାଡ଼ିଲେ ଓ ତାଙ୍କୁ ହତ୍ଯା କଲେ। ଏହାପରେ ରିହବିଯାମ୍ ଦୌଡ଼ି ୟାଇ ତାଙ୍କ ରଥ ଉପରକୁ ଡ଼ଇେଁ ଚଢ଼ିଗଲେ ଓ ଖସି ପଳାଇଲେ। ସେ ୟିରୁଶାଲମକୁ ପଳାଇଲେ।
Cross references
ଅହୀଶାର୍ ରାଜାଙ୍କର ପ୍ରାସାଦର ଦାଯିତ୍ବ ରେ ଥିଲେ।
ରାଜା ଶଲୋମନ ଆଦୋନୀରାମ୍କୁ ଶ୍ରମିକମାନଙ୍କ ଅଧ୍ଯକ୍ଷ ରୂପେ ନିୟୁକ୍ତି କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗ ରେ ବିଭକ୍ତ କଲେ। ପ୍ରତି ଦଳ ରେ 10,000 ଲୋକ ରହିଲେ। ଏହି ଲୋକମାନେ ମା ସେ ଲଖାେଁଏ ଲିବାନୋନ ରେ ଓ ଦୁଇମାସ ଲୋଖାଁଏ ଘ ରେ ରହିଲେ।
କିନ୍ତୁ ଲୋକମାନେ ଜିଖରିଯଙ୍କ ବିରୁଦ୍ଧ ରେ ମନ୍ତ୍ରଣା କଲେ । ଜିଖରିଯଙ୍କୁ ବଧ କରିବା ନିମନ୍ତେ ରାଜା ଆଦେଶ ଦେଲେ, ତେଣୁ ମୃତ୍ଯୁ ହବୋ ପର୍ୟ୍ଯନ୍ତ ସମାନେେ ତାଙ୍କ ଆଡ଼କୁ ପଥର ଫୋପାଡ଼ିଲେ। ସଦାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣ ମଧିଅରେ ଲୋକମାନେ ଏହା କଲେ।
ଏଥି ରେ ଯିହୂଦୀ ନେତାମାନେ କାନ ରେ ହାତ ଦଇେ ଖୁବ୍ ଜାରେ ରେ ପାଟି କଲେ। ସମାନେେ ଏକାଠି ହାଇେ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ।