Home Bibles ଦିତୀୟ ବଂଶାବଳୀ 10:14 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 10:14 · ଓଡ଼ିଆ ବାଇବେଲ

ୟୁବା ଲୋକମାନେ ତାଙ୍କୁ ଯେ ପ୍ରକାର ପରାମର୍ଶ ଦଇେଥଲେ, ରାଜା ରିହବିଯାମ୍ ଲୋକମାନଙ୍କୁ ସହେି ପ୍ରକାର କଥା କହିଲେ। ସେ କହିଲେ, ମାରେ ପିତା ତୁମ୍ଭମାନଙ୍କର ବୋଝକୁ ଭାରୀ କରିଥିଲେ, କିନ୍ତୁ ମୁଁ ତାହାକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭମାନଙ୍କୁ ଚାବୁକ୍ ଦ୍ବାରା ଦଣ୍ଡିତ କରୁଥିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଏପରି ଚାବୁକ୍ ଦ୍ବାରା ଦଣ୍ଡ ଦବେି, ଯାହାର ଅଗ ରେ ମୁନିଆଁ କଣ୍ଟାମାନ ବାହାରିଥିବ।

Cross references

ଦିତୀୟ ବଂଶାବଳୀ 10:10

ଏହାପରେ ରିହବିଯାମ୍ଙ୍କ ସହିତ ବଢ଼ିଥିବା ୟୁବା ଲୋକମାନେ ତାଙ୍କୁ କହିଲେ, ତୁମ୍ଭ ସହିତ କଥା ହାଇେଥିବା ଲୋକମାନଙ୍କୁ ତୁମ୍ଭେ ଏହି ପ୍ରକା ରେ ଉତ୍ତର ଦବୋ ଉଚିତ୍। ଲୋକମାନେ ତୁମ୍ଭକୁ କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ଯ କରିଅଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଭାରୀ ବୋଝ ବହିଲା ପରି ମନେ ହେଉଛି। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କର ସହେି ବୋଝକୁ ହାଲୁକା କର ବୋଲି ଆମ୍ଭମାନେେ ଚାହୁଁ। କିନ୍ତୁ ସମାନେେ ରିହବିଯାମ୍ଙ୍କୁ କହିଲେ, ତୁମ୍ଭେ ସହେି ଲୋକମାନଙ୍କୁ ଏହିପରି କହିବା ଉଚିତ୍ ; ସମାନଙ୍କେୁ କୁହ, ' ମାରେ କନିଷ୍ଠ ଅଙ୍ଗୁଳି ମାରେ ପିତାଙ୍କର ଅଣ୍ଟାଠାରୁ ମଧ୍ଯ ମାଟେ !!

ଦିତୀୟ ବଂଶାବଳୀ 22:4

ଅହସିଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦକର୍ମ କଲେ। ଆହାବଙ୍କ ପରିବାର ମଧ୍ଯ ସହେିପରି କରିଥିଲେ। ଅହସିଯଙ୍କ ପିତାଙ୍କର ମୃତ୍ଯୁପରେ ଆହାବଙ୍କ ପରିବାର ଅହସିଯଙ୍କୁ ପରାମର୍ଶ ଦବୋକୁ ଲାଗିଲେ। ସମାନେେ ଅହସିଯଙ୍କୁ କୁପରାମର୍ଶ ଦେଲେ। ସହେି କୁପରାମର୍ଶ ତାଙ୍କୁ ମରଣ ଆଡ଼କୁ କଢ଼ାଇ ନଲୋ।

ହିତୋପଦେଶ 12:5

ଧାର୍ମିକମାନଙ୍କର ଯୋଜନାସବୁ ଯଥାର୍ଥ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଉପଦେଶ ପ୍ରବଞ୍ଚନାପୂର୍ଣ୍ଣ।

ହିତୋପଦେଶ 17:14

ଗୋଟିଏ ୟୁକ୍ତିର ଆରମ୍ଭ ଗୋଟିଏ ବନ୍ଧ ରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହବୋପୂର୍ବରୁ ୟୁକ୍ତ ବନ୍ଦ କର। ତବେେ ଅକ୍ତିଆର ବାହାର ହାଇୟୋଏ।

ଉପଦେଶକ 2:19

କହେି ଜଣେ ସବୁକିଛି ନିଯନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନ ରେ ମୁଁ ଜ୍ଞାନ ବଳ ରେ ସବୁକିଛି ପାଇଛି। ସେ ଲୋକ ଜ୍ଞାନୀ କିଅବା ମୂର୍ଖ ହବେ, ଏହା ମୁଁ ଜାଣେ ନାହିଁ। ଏହା ମଧ୍ଯ ଅସାର ଅଟେ।

ଉପଦେଶକ 7:8

ବିଷଯର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ଗୋଟିଏ ଜରାଗ୍ରସ୍ଥ ଆତ୍ମା ଏକ ଗର୍ବୀ ଆତ୍ମାଠାରୁ ଭଲ।

ଉପଦେଶକ 10:16

ହେ ଦେଖ, ତୁମ୍ଭର ରାଜା ଯବେେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ ରେ ଭୋଜନ କରନ୍ତି। ତବେେ ଏହା ତୁମ୍ଭ ପ୍ରତି ବହୁତ ଖରାପ।

ଦାନିଏଲ 6:7

ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବଦୋରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜା ହେଲେ ଯେ, ଏକ ରାଜକୀଯ ଘୋଷଣା ପତ୍ର ହବୋ ଉଚିତ୍। ଯଦି କହେି ତିରିଶ ଦିନ ପର୍ୟ୍ଯନ୍ତ ମହାରାଜା ବିନା କୌଣସି ଦବେତା ବା ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ତବେେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାୟିବ।

ଯାକୁବଙ୍କ ପତ୍ 3:14

ଯଦି ତୁମ୍ଭେ ନିହାତି ସ୍ବାର୍ଥପର ଓ ତୁମ୍ଭ୍ ହୃଦୟ ରେ ଈର୍ଷାଭାବ ଅଛି, ତା' ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କବଳେ ମିଛ, ଏବଂ ତାହା ସତ୍ଯକୁ ଘାଡ଼ୋଇ ଦିଏ।

Interlinear

Choose Theme