ଦିତୀୟ ବଂଶାବଳୀ 10:12 · ଓଡ଼ିଆ ବାଇବେଲ
ତିନିଦିନ ପରେ, ୟାରବିଯାମ୍ ଓ ଅନ୍ୟ ଲୋକମାନେ ରିହବିଯାମ୍ଙ୍କ ନିକଟକୁ ଆସିଲେ। ରାଜା ରିହବିଯାମ୍ ସମାନଙ୍କେୁ ମାେ' ନିକଟକୁ ତିନିଦିନ ପରେ ଆସ ବୋଲି କହିଥିଲେ।
Cross references
ପ୍ରଥମ ରାଜାବଳୀ 12:12
ରିହବିଯାମଙ୍କ କହିବାନୁସା ରେ, ତିନିଦିନ ପରେ ୟାରବିଯାମ ଓ ଇଶ୍ରାୟେଲର ସମସ୍ତ ଲୋକ ତାଙ୍କ ନିକଟରେ ପହନ୍ଚିଲେ।
ଦିତୀୟ ବଂଶାବଳୀ 10:5
ରିହବିଯାମ୍ ସମାନଙ୍କେୁ କହିଲେ, ମାେ ନିକଟକୁ ତିନିଦିନ ପରେ ପୁନର୍ବାର ଆସ। ତେଣୁ ଲୋକମାନେ ଫରେିଗଲେ।