କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହାଇେ ଦଖାଯାେଏ କାରଣ ସମାନଙ୍କେର ବିଚାର ହବେ ବୋଲି ସମାନଙ୍କେର ପାପଗୁଡ଼ିକ ଆଗତୁରା ଦଖାଯାେଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ।
Cross references
ତୁମ୍ଭ ହସ୍ତ ରେ ଦରିଦ୍ର ନିର୍ଦ୍ ଦୋଷ ପ୍ରାଣର ରକ୍ତ ଦଖାୟୋଏ। ଏହି ରକ୍ତ ସିନ୍ଧିକାଟିବା କୌଣସି ଲୁଣ୍ଠନକାରୀର ନୁହେଁ। ତୁମ୍ଭେ ବିନାକାରଣ ରେ ରକ୍ତପାତ କରିଛ।
ଭାଇମାନେ ଧର୍ମଶାସ୍ତ୍ର ରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ବାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ୟିହୂଦାଙ୍କ ବିଷୟ ରେ କହିଥିଲେ।
ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରି ଦେଲେ।
ପ୍ ରରେିତମାନଙ୍କ ହାତ ରଖିବା ଦ୍ବାରା ପବିତ୍ର ଆତ୍ମା ପ୍ରାପ୍ତ ହବୋ ଶିମାନେ ଦେଖିଲା। ତେଣୁ ଶିମାନେ ପ୍ ରରେିତମାନଙ୍କୁ ଟଙ୍କା ଯାଚି କହିଲା,
ଆମ୍ଭର ପାପମୟ ସ୍ବଭାବ ଦ୍ବାରା ହେଉଥିବା ପାପପୂର୍ଣ୍ଣ କ୍ରିଯାଗୁଡ଼ିକ ବିଷୟ ରେ ସମସ୍ତେ ଜାଣନ୍ତି। ସଗେୁଡ଼ିକ ହେଲା : ୟୌନ ପାପାଚାର, ଅପବିତ୍ରତା, ଭୋଗବିଳାସ,
ଦୀମା ଏହି ସଂସାରକୁ ଅଧିକ ଭଲ ପାଉଥିବାରୁ ମାେତେ ଛାଡ଼ି ଚାଲିଗଲେ। ସେ ଥସେଲନୀକୀକୁ ଯାଇଛନ୍ତି। କ୍ ରେସକନ୍େସ୍ ଗାଲାତୀଆକୁ, ତିତସ୍ ଦଲ୍ଲତିଆକୁ ଯାଇଛନ୍ତି।
ସହେି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା ସମାନେେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସମାନେେ ପୁନର୍ବାର ମନ୍ଦ ବିଷୟଗୁଡ଼ିକ ପ୍ରତି ଆକର୍ଷିତ ହାଇେ ତାହାର ବନ୍ଧନ ରେ ବାନ୍ଧି ହାଇଯେିବେ, ତବେେ ସମାନଙ୍କେ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହବେ।