Home Bibles ପ୍ରଥମ ଶାମୁୟେଲ 9:19 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 9:19 · ଓଡ଼ିଆ ବାଇବେଲ

ଶାମକ୍ସ୍ଟଯଲେ କହିଲେ, ମୁ ପରମେଶ୍ବରଙ୍କ ଲୋକ। ମାେତେ ଅନକ୍ସ୍ଟସରଣ କର ମୁ ଉଚ୍ଚସ୍ଥାନକକ୍ସ୍ଟ ନଇୟିବେି। ତୁମ୍ଭେ ଏବଂ ତକ୍ସ୍ଟମ୍ଭ ଦାସ ମାେ ସହିତ ଆଜି ଭୋଜନ କରିବ। କାଲି ସକାଳେ ତୁମ୍ଭମାନେେ ଘରକକ୍ସ୍ଟ ଫରେିୟିବ। ଏବଂ ମୁ ତୁମ୍ଭର ସମସ୍ତ ପ୍ରଶ୍ନର ଉତ୍ତର ଦବେି।

Cross references

ଯୋହନଲିଖିତ ସୁସମାଚାର 4:29

ମୁଁ ଯାହା କିଛିକରିଛି, ପ୍ରେତ୍ୟକକ କଥା ମାେତେ ଜଣେ ଲୋକ କହି ଦେଲେ। ତୁମ୍ଭେ ସହେି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହାଇେ ପାରନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:25

ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହବେ, ସେଥି ରେ ସେ ମସ୍ତକ ନତକରି ପରମେଶ୍ବର ଯେ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ଏହା ସ୍ବୀକାର କରି ପରମେଶ୍ବରଙ୍କ ଉପାସନା କରିବ।

Interlinear

Choose Theme