Home Bibles ପ୍ରଥମ ଶାମୁୟେଲ 8:17 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 8:17 · ଓଡ଼ିଆ ବାଇବେଲ

ସେ ତୁମ୍ଭମାନଙ୍କର ଗୋଠର ଏକ-ଦଶମାଂଶ ନଇେଯିବେ।

Cross references

ପ୍ରଥମ ଶାମୁୟେଲ 17:8

ପ୍ରେତ୍ୟକକ ଦିନ ଗଲିଯାତ ବାହା ରେ ଛିଡା ହାଇେ ଇଶ୍ରାୟେଲର ସୈନ୍ଯ ଶ୍ ରଣେୀଙ୍କକ୍ସ୍ଟ ଚିତ୍କାର କରି କହକ୍ସ୍ଟଥିଲା, ତୁମ୍ଭମାନେେ କାହିଁକି ୟକ୍ସ୍ଟଦ୍ଧ ସାଜିବା ପାଇଁ ବାହାର ହାଇେ ଆସିଛ? ମୁ ଜଣେ ପଲେଷ୍ଟୀୟ ଲୋକ ନକ୍ସ୍ଟ ହେଁ? ତୁମ୍ଭମାନେେ ଶାଉଲର ଦାସ, ତୁମ୍ଭମାନେେ ନିଜମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମାେ ପାଖକକ୍ସ୍ଟ ଓହ୍ଲାଇ ଆସକ୍ସ୍ଟ।

ପ୍ରଥମ ରାଜାବଳୀ 12:4

ତୁମ୍ଭର ପିତା ଆମ୍ଭମାନଙ୍କୁ କଠିନ କାର୍ୟ୍ଯ କରାଇଲେ। କାର୍ୟ୍ଯରୁ ଗୁରୁଭାର ଓ ଭାରୀ ୟୁଆଳି ଆମ୍ଭ ଉପରେ ଦଇେଥିଲେ, ତାହା ତୁମ୍ଭେ ହାଲୁକା କର। ତାହା ହେଲ ଆମ୍ଭେ ତୁମ୍ଭର ସବୋ କରିବୁ।

ଏବ୍ରୀ 7:2

ୟୁଦ୍ଧ ରେ ଜିତି ଅବ୍ରହାମ ଯାହା ପାଇଥିଲେ ତା'ର ଏକ ଦଶମାଂସ ସେ ମଲ୍କୀଷଦକଙ୍କେୁ ଦେଲେ। ମଲ୍କୀଷଦକେ ନାମର ଅର୍ଥ : ପ୍ରଥମଟି ହେଉଛି ଧର୍ମରାଜା ଓ ଦ୍ବିତୀୟଟି ହେଲା ଶାଲମରେ ରାଜା ଅର୍ଥାତ୍ ଶାନ୍ତିର ରାଜା।

Interlinear

Choose Theme