ସମାନେେ ମଧ୍ଯ ସକ୍ସ୍ଟବର୍ଣର ମୂଷିକମାନଙ୍କର ନକ୍ସା ପଠାଇଲେ। ଏହି ସକ୍ସ୍ଟବର୍ଣ ମୂଷିକମାନଙ୍କର ସଂଖ୍ଯା, ପାଞ୍ଚଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ଯା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା। ବୈଥ୍-ଶମେଶର ଲୋକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକ ପଥର ଉପରେ ରଖିଲେ।
Cross references
ସମସ୍ତ ନଗର ଗକ୍ସ୍ଟଡିକ ସକ୍ସ୍ଟରକ୍ଷିତ ଥିଲା। ସଗେକ୍ସ୍ଟଡିକର ଉଚ୍ଚ ପ୍ରାଚୀର ଥିଲା, ଦ୍ବାରଥିଲା ଓ ଅର୍ଗଳ ରେ ସକ୍ସ୍ଟରକ୍ଷିତ ଥିଲା। ଏପରି ମଧ୍ଯ କେତକେ ନଗର ଥିଲା ଯାହାର ପ୍ରାଚୀର ନ ଥିଲା।
ଶୀହାରଠାେରକ୍ସ୍ଟ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକକ୍ସ୍ଟ ବର୍ତ୍ତମାନ ପର୍ୟ୍ଯନ୍ତ ତୁମ୍ଭେ ନିଯନ୍ତ୍ରଣକକ୍ସ୍ଟ ନଇନୋହିଁ। ବର୍ତ୍ତମାନ ସକ୍ସ୍ଟଦ୍ଧା ସହେି ଦେଶ କିଣାନୀଯମାନଙ୍କର ଅଟେ। ଏହି ପାଞ୍ଚଜଣଙ୍କକ୍ସ୍ଟ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାତ୍ ଓ ଇକ୍ରୋଣର ନେତାଗଣଙ୍କକ୍ସ୍ଟ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ।
ଏବଂ ବୈଥ୍-ଶମେଶ ରେ ୟିହୋଶୂଯ ନାମକ ଜଣେ ଲୋକର କ୍ଷେତ୍ର ରେ ଶଗଡଟି ପହଞ୍ଚିଲାପରେ, ଏହା ଏକ ବିରାଟ ପଥର ନିକଟରେ ଅଟକି ଗଲା।