Home Bibles ☰ Books ପ୍ରଥମ ଶାମୁୟେଲ 6:11 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 6:11 · ଓଡ଼ିଆ ବାଇବେଲ

ଆଉ ସମାନେେ ଶଗଡ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଓ ସ୍ବର୍ଣ୍ଣମୂଷିକ ଓ ସମାନଙ୍କେ ଅର୍ଶ ପ୍ରତିମାର ସିନ୍ଦକ୍ସ୍ଟକ ରଖିଲେ।

Cross references

ଦିତୀୟ ଶାମୁୟେଲ 6:3

ଦାଉଦର ଲୋକମାନେ ସହେି ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଅବୀନାଦବର ଗୃହରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସଇେ ଗୃହଟି ପର୍ବତ ଉପରେ ଅବସ୍ଥିତ ଥିଲା। ସମାନେେ ଏହି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଏକ ନୂଆ ଶଗଡ ରେ ଲଦିଲେ ଏବଂ ଅବୀନାଦବର ପକ୍ସ୍ଟତ୍ର ଉଷ ଅହୀୟୋ ସହେି ନୂଆ ଶଗଡକକ୍ସ୍ଟ ଚଲଇେଲେ।

ପ୍ରଥମ ବଂଶାବଳୀ 13:7

ଲୋକମାନେ ନିଯମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସମାନେେ ତାହାକୁ ଏକ ନୂତନ ଶଗଡ଼ଗାଡ଼ି ରେ ରଖିଲେ। ଉଷ ଓ ଅହିଯୋ ସହେି ଶଗଡ଼କୁ ଚଳାଇଲେ।

ପ୍ରଥମ ବଂଶାବଳୀ 15:13

ନିଯମସିନ୍ଦୁକକୁ କିପରି ବହି ନବୋକୁ ହବେ, ତାହା କ'ଣ ଆମ୍ଭେ ଗତଥର ସଦାପ୍ରଭୁଙ୍କୁ ପଚାରି ନ ଥିଲୁ ? ତୁମ୍ଭେ କ'ଣ ଲବେୀୟମାନେ ତାହାକୁ ବହନ କରି ନ ଥିଲେ, ସେଥିନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କୁ ଦଣ୍ଡ ଦେଲେ।

Interlinear

Choose Theme