Home Bibles ☰ Books ପ୍ରଥମ ଶାମୁୟେଲ 30:22 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 30:22 · ଓଡ଼ିଆ ବାଇବେଲ

କିଛି ଦକ୍ସ୍ଟଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗ ରେ ୟାଇଥିଲେ। ସହେି ଖଳ ପ୍ରକୃତିର ଲୋକମାନେ କହିଲେ, ଏହି ଯେଉଁ 200 ଜଣ ଲୋକ ଆମ ସଙ୍ଗେ ୟାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ଯ ସମାନଙ୍କେୁ ଦବୋ ନାହିଁ। ସମାନଙ୍କେୁ କବଳେ ସମାନଙ୍କେର ପିଲା ଓ ସ୍ତ୍ରୀ ଫରୋଇ ଦିଅ।

Cross references

ଦିତୀୟ ବିବରଣ 13:13

କେତକେ ମନ୍ଦ ଲୋକ କହି ପାରନ୍ତି, 'ଆସ ଆମ୍ଭେ ଅନ୍ୟ ଦବେତାମାନଙ୍କର ସବୋ କରିବା।' ଏହା କହି ସମାନେେ ସମାନଙ୍କେ ନଗର ନିବାସୀମାନଙ୍କୁ ପ୍ରଲୋଭିତ କରି ପାରନ୍ତି। (ଏହିସବୁ ଦବେତାମାନଙ୍କୁ ତୁମ୍ଭମାନେେ କବେେ ଜାଣି ନ ଥିଲ)।

ବିଚାରକର୍ତାମାନଙ୍କ ବିବରଣ 19:22

ସମାନେେ ଖାଉଥିଲା ବେଳେ ଓ ଉପ ଭୋଗ କରୁଥିଲା ବେଳେ ସହରରକ୍ସ୍ଟ କେତକେ ଦକ୍ସ୍ଟଷ୍ଟ ଲୋକ ଗୃହ ଗ୍ଭରିପାଖ ରେ ଘରେିଗଲେ। ସମାନେେ କବାଟରେ ବାଡଇବୋ ଆରମ୍ଭ କଲେ। ସମାନେେ ଗୃହମାଲିକ ସହେି ବୃଦ୍ଧ ଲୋକଙ୍କକ୍ସ୍ଟ ପାଟି କଲେ: ସହେି ଲୋକକୁ ଗୃହରକ୍ସ୍ଟ ବାହାର କରି ଆଣ ୟିଏ ତୁମ୍ଭର ଅତିଥି। ଆମ୍ଭେ ତା ସହିତ ରତିକ୍ରିଯା କରିବକ୍ସ୍ଟ।

ପ୍ରଥମ ଶାମୁୟେଲ 22:2

ଦାଉଦଙ୍କ ସହିତ ବହକ୍ସ୍ଟତ ଲୋକ ଥିଲେ ଯେଉଁମାନେ ବିପଦ ରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନ ରେ ଶାନ୍ତି ପାଇନାହିଁନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥି ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲ।

ପ୍ରଥମ ଶାମୁୟେଲ 25:17

ବର୍ତ୍ତମାନ ଚିନ୍ତାକର ଓ ବର୍ତ୍ତମାନ କ'ଣ କରାୟାଇପାରିବ ସ୍ଥିର କର। ଆମର ସ୍ବାମୀ ଓ ତାଙ୍କର ସମସ୍ତ ପରିବାର ପ୍ରତି ଭୟଙ୍କର ବିପତ୍ତି ଆସକ୍ସ୍ଟଅଛି। ଏପରି ଦକ୍ସ୍ଟଷ୍ଟ ବ୍ଯକ୍ତିକକ୍ସ୍ଟ କହେି କିଛି କହି ନ ପା ରେ, କାଳେ ସେ ତା'ର ମନ ପରବର୍ତ୍ତନ କରିବ।

ପ୍ରଥମ ଶାମୁୟେଲ 25:25

ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁ ଆଦୌ ଦେଖି ନାହିଁ। ସପରେି ଅଜ୍ଞାନ ବ୍ଯକ୍ତିର କଥାକକ୍ସ୍ଟ ଧରନାହିଁ। ସେ ତା'ର ନାମକକ୍ସ୍ଟ ସାର୍ଥକ କରିଛି। ତା'ର ନାମ ନାବଲ ଯାହାର ଅର୍ଥ 'ମୂର୍ଖ' ଠିକ୍ ସହେିପରି ସେ ମୂର୍ଖ ମାନଙ୍କପରି ବ୍ଯବହାର କରିଛି।

ପ୍ରଥମ ରାଜାବଳୀ 21:10

ଦୁଇଜଣ ପାପଧମ ଲୋକଙ୍କୁ ଖାଜେ ଓ ସମାନଙ୍କେୁ ନାବୋତ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବୋକୁ କୁହ। ସମାନେେ କହିବେ ଯେ, ସମାନେେ ଶୁଣିଲେ, ନାବୋତ ପରମେଶ୍ବର ଓ ରାଜାଙ୍କୁ ଅଭିଶାପ ଦଇେଛନ୍ତି। ତା'ପରେ ତାକୁ ନଗର ବାହାରକୁ ନଇେ ପଥରମାରି ବଧ କର।

ପ୍ରଥମ ରାଜାବଳୀ 21:13

ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।

ମାଥିଉଲିଖିତ ସୁସମାଚାର 7:12

ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।

Interlinear

Choose Theme