କିନ୍ତୁ ସ୍ତ୍ରୀ ଲୋକଟି ଶାଉଲଙ୍କକ୍ସ୍ଟ କହିଲା, ତୁମ୍ଭେ ଜାଣ ଶାଉଲ ଯାହା କରିଅଛି। କିପରି ସେ ଭକ୍ସ୍ଟତକ୍ସ୍ଟଡିଯା ଓ ଗକ୍ସ୍ଟଣିଆମାନଙ୍କୁ ଇଶ୍ରାୟେଲ ଦେଶରକ୍ସ୍ଟ ବିତାଡିତ କରିଛି। ତୁମ୍ଭେ ମାେତେ ଫାନ୍ଦ ରେ ପକାଇ ମାରିବା ପାଇଁ ଗ୍ଭହକ୍ସ୍ଟଁଛ।
Cross references
ଶାମକ୍ସ୍ଟଯଲେ ମରି ୟାଇଥିଲେ, ସମସ୍ତ ଇଶ୍ରାୟେଲୀୟବାସୀ ଶାମୁୟେଲଙ୍କର ମୃତକ୍ସ୍ଟ୍ଯ ପ୍ରତି ଦକ୍ସ୍ଟଃଖର ସହ ସମବଦନୋ ଜଣାଇ ଶାେକ କରି ତାଙ୍କର ନିଜ ସ୍ଥାନ ରାମାଠା ରେ କବର ଦେଉଥିଲେ।
ଯଦି ମୁ ଅବଶାଲୋମକକ୍ସ୍ଟ ହତ୍ଯା କରିଥାନ୍ତି, ରାଜା ଏକଥା ଜାଣିଥାନ୍ତେ ଏବଂ ଆପଣ ମାରେ ରକ୍ଷା କରିବାକୁ ଆସି ନଥାନ୍ତେ।
ଇଶ୍ରାୟେଲର ରାଜା ଯେତବେେଳେ ଚିଠିଟି ପାଠ କଲେ ସେ ଦୁଃଖ ରେ ନିଜର ବସ୍ତ୍ରକୁ ଚିରି କହିଲେ, ମୁଁ ସଦାପ୍ରଭୁ ୟିଏ ମୃତ ଓ ଜନ୍ମ ଦବୋ ମାରେଅଧିନ ରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହବେ ବୋଲି ଅରାମ୍ ରାଜା ମାେ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନଯ କରୁଛି, ତୁମ୍ଭମାନେେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।