ସଦାପ୍ରଭୁ ମାେ ଦ୍ବାରା ଯେପରି କହିଥିଲେ, ସେ ନିଜ ପାଇଁ ସହେିପରି କରିଅଛନ୍ତି। ବର୍ତ୍ତମାନ ସଦାପ୍ରଭୁ ତକ୍ସ୍ଟମ୍ଭଠାରକ୍ସ୍ଟ ରାଜ୍ଯ ଛଡାଇ ନଇେ ତୁମ୍ଭର ପଡ଼ୋଶୀ ଦାଉଦଙ୍କକ୍ସ୍ଟ ଦଇେଛନ୍ତି।
Cross references
ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ନିର୍ବୋଧ କାର୍ୟ୍ଯ କରିଛ। ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ବରଙ୍କ ଆଦେଶ ମାନି କାର୍ୟ୍ଯ କରିଥାନ୍ତ ତବେେ ପରମେଶ୍ବର ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଅନନ୍ତକାଳ ପାଇଁ ଇଶ୍ରାୟେଲର ଶାସନଭାର ସଐାଦନ କରିବାକୁ ଦଇେଥାନ୍ତେ।
ଯେତବେେଳେ ଶାମକ୍ସ୍ଟଯଲେ ଫରେିୟିବା ପାଇଁ ବାହାରନ୍ତେ, ସେ ତାହାଙ୍କ ଗ୍ଭଗୋର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା।
ଏଣୁ ଶାମକ୍ସ୍ଟଯଲେ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତକ୍ସ୍ଟମ୍ଭଠାରକ୍ସ୍ଟ ଇଶ୍ରାୟେଲର ରାଜତ୍ବ ତକ୍ସ୍ଟମ୍ଭଠାରକ୍ସ୍ଟ ନଇଗେଲେ ଓ ତକ୍ସ୍ଟମ୍ଭଠାରକ୍ସ୍ଟ ଜଣେ ଉତ୍ତମ ବ୍ଯକ୍ତିକକ୍ସ୍ଟ ଦେଲେ, ୟିଏକି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବେଶୀକକ୍ସ୍ଟ ତାହା ଦେଲେ।
ଶାମକ୍ସ୍ଟଯଲେ ତୈଳ ଶିଙ୍ଗ ନଇେ ତାଙ୍କ ଭାତୃଗଣ ମଧିଅରେ ତାଙ୍କୁ ଅଭିଷକେ କଲେ। ତହିଁରେ ସହେି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହାପରେ ଶାମକ୍ସ୍ଟଯଲେ ଉଠି ରାମାକକ୍ସ୍ଟ ଗ୍ଭଲିଗଲେ।
ମୁ ଜାଣେ ତୁମ୍ଭେ ଇଶ୍ରାୟେଲର ରାଜା ହବେ। ତୁମ୍ଭେ ଇଶ୍ରାୟେଲକକ୍ସ୍ଟ ଶାସନ କରିବ।
ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦା ଏବଂ ଇଶ୍ରାୟେଲର ରାଜା କରିବେ। ସେ ଦାନଠାରକ୍ସ୍ଟ ବେର୍ଶବୋ ପର୍ୟ୍ଯନ୍ତ ଶାସନ କରିବେ। ଏବଂ ମୁ ଭାବକ୍ସ୍ଟଛି, ସଦାପ୍ରଭୁ ମାେ ଉପରେ ଅନ୍ଯାଯ କରିବେ ଯଦି ମୁ ତାହା ନକରେ।
ସଦାପ୍ରଭୁ ପ୍ରେତ୍ୟକକ ବିଷଯକୁ ତହିଁର ନିଜ ଉଦ୍ଦେଶ୍ଯ ସାଧନ ନିମନ୍ତେ କରିଅଛନ୍ତି। ସଦାପ୍ରଭୁଙ୍କ ବିଚାର ରେ ଦୁଷ୍ଟମାନେ ବିନାଶ ହବେେ।