Home Bibles ପ୍ରଥମ ଶାମୁୟେଲ 26:15 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 26:15 · ଓଡ଼ିଆ ବାଇବେଲ

ଦାଉଦ ଅବ୍ନରକକ୍ସ୍ଟ କହିଲେ, ତୁମ୍ଭେ କ'ଣ ଜଣେ ପୁରୁଷ ନକ୍ସ୍ଟହଁ? ତୁମ୍ଭେ ଇଶ୍ରାୟେଲ ରେ ଅନ୍ୟମାନଙ୍କ ଅପେକ୍ଷା ଭଲ। ତବେେ ତୁମ୍ଭେ କାହିଁକି ନିଜର ପ୍ରଭକ୍ସ୍ଟ ରାଜାଙ୍କକ୍ସ୍ଟ ଜଗିଲ ନାହିଁ? ତୁମ୍ଭର ପ୍ରଭକ୍ସ୍ଟ ରାଜାଙ୍କକ୍ସ୍ଟ ମାରିବା ପାଇଁ ଜଣେ ସାଧାରଣ ଲୋକ ଛାଉଣୀକକ୍ସ୍ଟ ଆସିଥିଲା।

Cross references

ଦିତୀୟ ଶାମୁୟେଲ 3:38

ରାଜା ଦାଉଦ ତାଙ୍କର ସୈନ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ଜାଣ ଯେ ଆଜି ଇଶ୍ରାୟେଲର ଜଣେ ମହତ୍ବପୂର୍ଣ୍ଣ ନେତାଙ୍କର ମୃତକ୍ସ୍ଟ୍ଯ ହେଲା।

ଦାନିଏଲ 4:19

ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହାଇେ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ଯାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍ଟଶତ୍ସର ସହେି ସ୍ବପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ଯାକୁଳିତ ନକରୁ।

ମାଥିଉଲିଖିତ ସୁସମାଚାର 26:40

ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ଫରେିଗଲେ। ସେ ଶିଷ୍ଯମାନଙ୍କୁ ଶୋଇଥିବାର ଦେଖିଲେ। ଯୀଶୁ ପିତରଙ୍କୁ କହିଲେ, ତୁମ୍ଭମାନେେ ମାେ ସହିତ ଘଣ୍ଟାଏ ପାଇଁ ମଧ୍ଯ ଜାଗି ରହି ପାରିଲ ନାହିଁ?

Interlinear

Choose Theme