Home Bibles ପ୍ରଥମ ଶାମୁୟେଲ 25:40 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 25:40 · ଓଡ଼ିଆ ବାଇବେଲ

ଦାଉଦଙ୍କ ଦାସମାନେ କର୍ମିଲକକ୍ସ୍ଟ ଗଲେ ଏବଂ ଅବୀଗଲକକ୍ସ୍ଟ କହିଲେ, ଦାଉଦ ତୁମ୍ଭକୁ ନଇୟିବୋ ପାଇଁ ଏଠାକକ୍ସ୍ଟ ପଠାଇଛନ୍ତି। ଦାଉଦ ଗ୍ଭହାଁନ୍ତି, ତୁମ୍ଭକୁ ସ୍ତ୍ରୀରୂପେ ଗ୍ରହଣ କରିବା ପାଇଁ।

Cross references

ଆଦି ପୁସ୍ତକ 24:37

ମାରେ କର୍ତ୍ତା ମାେତେ ପ୍ରତିଜ୍ଞା କରାଇ କହିଲେ, ମାରେ ପୁତ୍ରଙ୍କୁ କୀଣାନୀଯ ସଙ୍ଗେ ବିବାହ ଦବେ ନାହିଁ। ଯେ ହତେୁ ଆମ୍ଭେ ସମାନଙ୍କେ ଦେଶ ରେ ବାସ କରୁଅଛୁ।

ଆଦି ପୁସ୍ତକ 24:51

ଦେଖ, ରିବିକା ତୁମ୍ଭ ସମ୍ମୁଖ ରେ ଅଛି, ତାକୁ ନଇେ ପ୍ରସ୍ଥାନ କର। ସଦାପ୍ରଭୁଙ୍କ ଇଚ୍ଛାନୁସା ରେ ତାକୁ ତୁମ୍ଭ କର୍ତ୍ତାଙ୍କର ପୁତ୍ରଙ୍କୁ ବିବାହ ଦିଅ।

ହିତୋପଦେଶ 11:16

ଅନୁଗ୍ରହ ସ୍ତ୍ରୀ ଗୌରବ ଧରି ରେଖ, ପୁଣି ଦୁଷ୍ଟ ଲୋକେ ସମ୍ପତ୍ତି ଧରି ରଖନ୍ତି।

Interlinear

Choose Theme