Home Bibles ପ୍ରଥମ ଶାମୁୟେଲ 23:13 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 23:13 · ଓଡ଼ିଆ ବାଇବେଲ

ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିଯୀଲା ପରିତ୍ଯାଗ କରି ଗ୍ଭଲିଗଲେ। ପ୍ରାଯ 600 ଲୋକ ଦାଉଦଙ୍କ ସାଥି ରେ ଗ୍ଭଲିଗଲେ। ଦାଉଦର ଲୋକମାନେ ଏଣେ ତଣେେ ବକ୍ସ୍ଟଲିବାକକ୍ସ୍ଟ ଲାଗିଲେ। ଶାଉଲ ଜାଣିଲେ ଦାଉଦ କିଯୀଲା ଛାଡି ପଳାଯନ କରିଛି। ତେଣୁ ଶାଉଲ ସହେି ସହରକକ୍ସ୍ଟ ଗଲେ ନାହିଁ।

Cross references

ପ୍ରଥମ ଶାମୁୟେଲ 22:2

ଦାଉଦଙ୍କ ସହିତ ବହକ୍ସ୍ଟତ ଲୋକ ଥିଲେ ଯେଉଁମାନେ ବିପଦ ରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନ ରେ ଶାନ୍ତି ପାଇନାହିଁନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥି ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲ।

ପ୍ରଥମ ଶାମୁୟେଲ 25:13

ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ନିଜ ନିଜର ଖଡ୍ଗ ବାନ୍ଧ, ତେଣୁ ସମାନେେ ନିଜ ନିଜର ଖଡ୍ଗ ବାନ୍ଧିଲେ, ଦାଉଦ ମଧ୍ଯ ନିଜର ଖଡ୍ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖ ରେ ରହିଲେ।

ପ୍ରଥମ ଶାମୁୟେଲ 30:9

ଦାଉଦ ଓ ତାଙ୍କର 600 ଲୋକମାନଙ୍କୁ ନଇେ ବିଷୋର ନଦୀ ନିକଟରେ ପହନ୍ଚିଲେ। ସଠାେରେ 200 ଲୋକ ରହିଲେ, କାରଣ ସମାନେେ ସଠାେରେ ଅତ୍ଯନ୍ତ କ୍ଲାନ୍ତ ଓ ଦୁର୍ବଳ ହାଇେ ପଡିଥିଲେ।

ଦିତୀୟ ଶାମୁୟେଲ 15:20

ତୁମ୍ଭମାନେେ ଏବେ ମାେ ସହିତ ୟୋଗ ଦଇେଛ, କିହିଁକି ମୁ ତୁମ୍ଭମାନଙ୍କୁ ଏସ୍ଥାନରକ୍ସ୍ଟ ସେସ୍ଥାନକକ୍ସ୍ଟ ଏଣେ ତଣେେ ବକ୍ସ୍ଟଲାଇବି? ଆମ୍ଭମାନେେ ୟକ୍ସ୍ଟଆଡେ ପାରିବକ୍ସ୍ଟ ସିଆଡେ ୟିବକ୍ସ୍ଟ। ତୁମ୍ଭେ ତ କାଲି ଆସିଲ, ଆଜି କ'ଣ ଆମ୍ଭେ ତୁମ୍ଭକୁ ନଇେ ଏଣେ ତଣେେ ସାଙ୍ଗ ରେ ବକ୍ସ୍ଟଲାଇବା? ଫରେିୟାଅ ଓ ତକ୍ସ୍ଟମ୍ଭ ଭାଇମାନଙ୍କୁ ମଧ୍ଯ ତକ୍ସ୍ଟମ୍ଭ ସହିତ ନିଅ। ଦୟା ଓ ସତ୍ଯତା ତୁମ୍ଭର ସହବର୍ତ୍ତୀ ହେଉ।

ଆୟୁବ ପୁସ୍ତକ 5:12

ପରମେଶ୍ବର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ଯର୍ଥ କରନ୍ତି ଏବଂ ସମାନଙ୍କେୁ ସଫଳତା ଦିଅନ୍ତି ନାହିଁ।

ଗୀତସଂହିତା 34:5

ପରମେଶ୍ବରଙ୍କ ନିକଟରେ ସାହାୟ୍ଯ ପ୍ରାର୍ଥନା କର। ତୁମ୍ଭର ପ୍ରାର୍ଥନା ସ୍ବୀକାର କରାୟିବ। ଏଥିରେ ଲଜ୍ଜିତ ହବୋର କିଛି ନାହିଁ।

Interlinear

Choose Theme