Home Bibles ☰ Books ପ୍ରଥମ ଶାମୁୟେଲ 21:3 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 21:3 · ଓଡ଼ିଆ ବାଇବେଲ

ଦାଉଦ ଅହୀମଲକେକକ୍ସ୍ଟ କହିଲେ, ରାଜା ମାେତେ ଏକ ଗକ୍ସ୍ଟରକ୍ସ୍ଟତର ଆଦେଶ ସହ ପଠାଇଛନ୍ତି। ସେ ମାେତେ କହିଲେ, 'ଏ ଅଭିୟାନ ଆଉ କାହାକକ୍ସ୍ଟ ଜଣାଇବ ନାହିଁ। ମୁ ତୁମ୍ଭକୁ ଯାହା କରିବାକୁ କହିଲି, କୌଣସି ଲୋକ ଏକଥା ଜାଣିବା ଉଚିତ୍ ନକ୍ସ୍ଟ ହେଁ।' କେଉଁଠା ରେ ମାେତେ ଦଖାେ କରିବା ପାଇଁ ମୁ ମାେ ଲୋକମାନଙ୍କୁ କହିଛି।

Cross references

ବିଚାରକର୍ତାମାନଙ୍କ ବିବରଣ 9:29

ତୁମ୍ଭେ ଯଦି ମାେତେ ତୁମ୍ଭର ଆଦେଶକାରୀ କର, ମୁ ଅବୀମଲକଠାେରକ୍ସ୍ଟ ମକ୍ସ୍ଟକ୍ତି ପାଇୟାନ୍ତି। ମୁ ତାଙ୍କୁ କହନ୍ତି, 'ତକ୍ସ୍ଟମେ ତୁମ୍ଭର ସୈନ୍ଯକକ୍ସ୍ଟ ପ୍ରସ୍ତକ୍ସ୍ଟତ କର ଏବଂ ୟକ୍ସ୍ଟଦ୍ଧ କରିବାକୁ ବାହାରି ଆସ। '

ପ୍ରଥମ ଶାମୁୟେଲ 21:4

ତକ୍ସ୍ଟମ୍ଭ ପାଖ ରେ ବର୍ତ୍ତମାନ କି ଖାଦ୍ୟ ଅଛି? ମାେତେ ବର୍ତ୍ତମାନ ପାଞ୍ଚପଟ ରୋଟୀ ଦିଅ କିମ୍ବା ଯାହାକିଛି ଅଛି ମାେତେ ଖାଇବାକକ୍ସ୍ଟ ଦିଅ।

ଯିଶାଇୟ 3:6

ସେତବେେଳେ କହେିଜଣେ ବ୍ଯକ୍ତି ନିଜ ପରିବାର ମଧ୍ଯରୁ ଜଣଙ୍କୁ ଧରି କହିବେ, ହେ ଭାଇ, ତୁମ୍ଭର ବସ୍ତ୍ର ଅଛି, ତେଣୁ ତୁମ୍ଭେ ଆମ୍ଭର ଶାସନକର୍ତ୍ତା ହବେ। ତୁମ୍ଭେ ଏହି ନିପତିତ ରାଜ୍ଯର ଅଧିପତି ହବେ।'

Interlinear

Choose Theme