ପ୍ରଥମ ଶାମୁୟେଲ 20:35 · ଓଡ଼ିଆ ବାଇବେଲ
ତା'ପରଦିନ ସକାଳେ ଯୋନାଥନ ସହେି କ୍ଷତକେକ୍ସ୍ଟ ଗଲା। ସମାନଙ୍କେର ଯୋଜନା ଅନକ୍ସ୍ଟସା ରେ ସେ ଦାଉଦଙ୍କକ୍ସ୍ଟ ସାକ୍ଷାତ କରିବାକୁ ଗଲା। ଯୋନାଥନ ତା' ସହିତ ଏକ େଛାଟ ବାଳକକକ୍ସ୍ଟ ମଧ୍ଯ ନଲୋ।
Cross references
ପ୍ରଥମ ଶାମୁୟେଲ 20:19
ତୃତୀୟ ଦିନ ସହେି ସ୍ଥାନକକ୍ସ୍ଟ ୟାଅ, ଯେଉଁଠା ରେ ତୁମ୍ଭେ ଲକ୍ସ୍ଟଚି ରହିଥିଲ। ଯେତବେେଳେ ଅସକ୍ସ୍ଟବିଧା କବଳେ ଆରମ୍ଭ ହବେ, ସେ ପର୍ବତ ପାଖ ରେ ଅପେକ୍ଷା ରେ ରହିବ।
ଦିତୀୟ ଶାମୁୟେଲ 20:5
ତହିଁରେ ଅମାସା ୟିହକ୍ସ୍ଟଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା, ମାତ୍ର ସେ ନିରୂପିତ ସମୟରକ୍ସ୍ଟ ଅଧିକ ବିଳମ୍ବ କଲା।