Home Bibles ପ୍ରଥମ ଶାମୁୟେଲ 2:8 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 2:8 · ଓଡ଼ିଆ ବାଇବେଲ

ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରକ୍ସ୍ଟ ଉଠାନ୍ତି। ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରକ୍ସ୍ଟ ଉଠାଇବେ। ସେ ଗରିବ ଲୋକମାନଙ୍କୁ ରାଜକକ୍ସ୍ଟମାରମାନଙ୍କ ସହିତ ଓ କକ୍ସ୍ଟଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉେଠଇ ଦିଅନ୍ତି କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ତକକ୍ସ୍ଟ ନିର୍ମାଣ କରିଛନ୍ତି ଏବଂ ସମକ୍ସ୍ଟଦାଯ ବ୍ରହ୍ମାଣ୍ତ ତାଙ୍କର ଅଟେ।

Cross references

ଆଦି ପୁସ୍ତକ 41:14

ତେଣୁ ଫାରୋ ଯୋଷଫଙ୍କେୁ ବନ୍ଦୀଶାଳାରୁ ଡ଼କାଇଲେ। କାରାରକ୍ଷୀ ଯୋଷଫଙ୍କେୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷଫେ କ୍ଷୌର ହାଇେ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହାପରେ ସେ ଫାରୋକୁ ଦଖାେ କରିବାକୁ ଗଲେ।

ଆଦି ପୁସ୍ତକ 41:40

ମୁଁ ମାରଦେେଶର ଦାଯିତ୍ବ ତୁମ୍ଭକୁ ଦଲେି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କବଳେ ମୁଁ ତୁମ୍ଭଠାରୁ ବଡ଼ ହବେି।

ପ୍ରଥମ ଶାମୁୟେଲ 15:17

ଶାମକ୍ସ୍ଟଯଲେ କହିଲେ, ଅତୀତ ରେ ତୁମ୍ଭେ ନିଜକକ୍ସ୍ଟ ମକ୍ସ୍ଟଖ୍ଯ ବୋଲି ଭାବକ୍ସ୍ଟ ନ ଥିଲ। କିନ୍ତୁ ତା'ପରେ ତୁମ୍ଭେ ଇଶ୍ରାୟେଲ ପରିବାରବର୍ଗଗକ୍ସ୍ଟଡିକର ମୂଖ୍ଯ ହାଇେ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା ଭାବେ ବାଛିଲେ।

ଦିତୀୟ ଶାମୁୟେଲ 7:8

ତେଣୁ ଏବେ ତୁମ୍ଭେ ମାେ ଦାସ ଦାଉଦକକ୍ସ୍ଟ ଏପରି କକ୍ସ୍ଟହ, 'ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହନ୍ତି, ମିଁ ତୁମ୍ଭମାନଙ୍କୁ ଆଣିଲି। ଯେତବେେଳେ ତୁମ୍ଭମାନେେ ଗ୍ଭରଣ ଭୂମିରେ ମଷେପଲଗକ୍ସ୍ଟଡିକ ପଛ ରେ ଅନକ୍ସ୍ଟସରଣ କରୁଥିଲ। ମୁ ତୁମ୍ଭମାନଙ୍କୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ଉପରେ ନେତା କରିବା ପାଇଁ ନଇେ ଆସିଲି।

ଆୟୁବ ପୁସ୍ତକ 2:8

ସେଥିପାଇଁ ଆୟୁବ ଅଳିଆଗଦା ପାଖ ରେ ବସିଲା। ସେ ଖଣ୍ଡିଏ ଭଙ୍ଗା ପାତ୍ର ରେ ନିଜର କ୍ଷତି ହାଇେଥିବା ସ୍ଥାନକୁ କୁଣ୍ଡାଇବାକୁ ଲାଗିଲା।

ଆୟୁବ ପୁସ୍ତକ 36:6

ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ବର ଅନୁମତି ନବେେ ନାହିଁ। ପରମେଶ୍ବର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ଯାଯଶୀଳ।

ଆୟୁବ ପୁସ୍ତକ 36:7

ପରମେଶ୍ବର ସତ୍ ଲୋକମାନଙ୍କୁ ଦଖାଚୋହାଁ କବେେ ବନ୍ଦ କରନ୍ତି ନାହିଁ। ସେ ସମାନଙ୍କେୁ ରାଜାମାନଙ୍କ ପରି ଚିରଦିନ ସିଂହାସନ ରେ ବସାନ୍ତି ଏବଂ ସେ ସମାନଙ୍କେର ଉତ୍ଥାନ କରନ୍ତି।

ଆୟୁବ ପୁସ୍ତକ 38:4

ଆୟୁବ, ତୁମ୍ଭେ କେଉଁଠା ରେ ଥିଲ, ଯେତବେେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି ? ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମାେତେ ଉତ୍ତର ଦିଅ।

ଆୟୁବ ପୁସ୍ତକ 38:5

ଯଦି ତୁମ୍ଭେ ଜାଣ, କିଏ ସ୍ଥିର କରିଥିଲା ପୃଥିବୀର ଆକାର କେତେ ବଡ଼ ହବେ ? କିଏ ଏହି ପୃଥିବୀକୁ ମାପଚୁପ କରିଥିଲା ଏକ ମାପିବା ରଖାେ ଦ୍ବାରା ।

ଆୟୁବ ପୁସ୍ତକ 38:6

ପୃଥିବୀ କାହା ଉପରେ ସ୍ଥିର ରହିଛି ? କିଏ ଏହି ସ୍ଥାନ ରେ ପ୍ରଥମ ପଥର ରଖିଲା ?

ଆୟୁବ ପୁସ୍ତକ 42:10

ଆୟୁବ ତା'ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା'ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ଯ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା'ର ଦୁଇଗୁଣ ସେ ଦେଲେ।

ଗୀତସଂହିତା 24:2

ସଦାପ୍ରଭୁ, ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।

ଗୀତସଂହିତା 75:4

କିଛି ଲୋକ ବହୁତ ଗର୍ବୀ, ସମାନେେ ଭାବନ୍ତି ସମାନେେ ବହୁତ ଶକ୍ତିଶାଳୀ। ଏବଂ ନିଜକୁ ବହୁତ ମୁଖ୍ଯବ୍ଯକ୍ତି ବୋଲି ଭାବନ୍ତି।

ଗୀତସଂହିତା 102:25

ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ। ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।

ଗୀତସଂହିତା 104:5

ହେ ପରମେଶ୍ବର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଛ ୟେ ତାହା ମୂଳରୁ କବେେ ଧକ୍କା ହବେ ନାହିଁ।

ଗୀତସଂହିତା 107:41

କିନ୍ତୁ ପରମେଶ୍ବର ସହେି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ। ସେ ସମାନଙ୍କେର ପରିବାରକୁ ମଷେପଲ ତୁଲ୍ଯ ପାଳନ କରନ୍ତି।

ଗୀତସଂହିତା 113:7

ପରମେଶ୍ବର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।

ଗୀତସଂହିତା 113:8

ଏବଂ ପରମେଶ୍ବର ସହେି ଲୋକମାନଙ୍କୁ ଗୁରୁତ୍ବ ଦିଅନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।

ଉପଦେଶକ 4:14

କାରଣ ସେ ରାଜା ହବୋ ପାଇଁ କାରାଗାରରୁ ବାହାର ହାଇେ ଆସିଲା। ଆହୁରି ସେ ତାହାର ରାଜ୍ଯ ରେ ଦରିଦ୍ର ହାଇେ ଜନ୍ମିଥିଲା।

ଦାନିଏଲ 2:48

ତା'ପ ରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ଯ ରେ ଏକ ମହାନ୍ କାର୍ୟ୍ଯ ରେ ନିୟୁକ୍ତି କଲେ ଓ ବହୁମୂଲ୍ଯ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପ ରେ ତାଙ୍କୁ ସମସ୍ତ କତ୍ତୁର୍ତ୍ବ ପଦ ଦଇେ ବାବିଲସ୍ଥ ସବୁ ବିଦ୍ବାନ ଲୋକଙ୍କ ଉପ ରେ ତାଙ୍କୁ ପ୍ରଧାନ ଅଧିପତି କଲେ।

ଦାନିଏଲ 4:17

ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।

ଦାନିଏଲ 6:3

ଦାନିୟେଲଙ୍କ ଅନ୍ତର ରେ ଶ୍ ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ଯକ୍ଷଗଣ ଓ କ୍ଷତିପାଳମାନଙ୍କ ମଧିଅରେ ବିଖ୍ଯାତ ହାଇେଥିଲେ। ତେଣୁ ରାଜା ତାଙ୍କୁ ସମୁଦାଯ ରାଜ୍ଯ ଉପ ରେ ଶାସକ ଭାବରେ ନିୟୁକ୍ତ କରିବାକୁ ମନସ୍ଥ କଲେ।

ଲୂକଲିଖିତ ସୁସମାଚାର 1:51

ସେ ତାହାଙ୍କର ବାହୁର ଶକ୍ତି ଦଖାଇେଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସମାନଙ୍କେର ସମସ୍ତ ଯୋଜନା ଧ୍ବଂସ କରି ଦେଲେ।

ଏବ୍ରୀ 1:3

ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।

ଯାକୁବଙ୍କ ପତ୍ 2:5

ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ ! ପରମେଶ୍ବର ବିଶ୍ବାସ ରେ ଧନୀ ହବୋ ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ବରଙ୍କୁ ପ୍ ରମେ କରନ୍ତି, ସମାନଙ୍କେୁ ସେ ଯେଉଁ ରାଜ୍ଯ ଦବୋ ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସମାନଙ୍କେୁ ବାଛିଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:6

ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ଯ ସ୍ବରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ବରଙ୍କର ସବୋ ରେ ଯାଜକ ରୂପେ ନିୟୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ୟୁଗେ ୟୁଗେ ହେଉ। ଆମେନ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:21

ଯେ ବିଜଯୀ ହୁଏ, ମୁଁ ତାହାକୁ ମାେ ସହିତ ସିଂହାସନ ରେ ବସାଇବି। ଯେପରି ମୁଁ ବିଜଯୀ ହାଇେ ମାରେ ପରମପିତାଙ୍କ ସହ ତାହାଙ୍କ ସିଂହାସନ ରେ ବସିଥିଲି, ସେ ସହେିପରି ମାେ ସହିତ ବସିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:10

ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ଯ ସ୍ବରୂପ, ଓ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯାଜକଗଣ କରିଅଛ। ସମାନେେ ଏ ପୃଥିବୀ ଉପରେ ରାଜତ୍ବ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:5

ସଠାେରେ ଆଉ କବେେ ରାଜି ହବେ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ୟ୍ଯର ଆଲୋକ ଆଉ ଆବଶ୍ଯକ କରିବେ ନାହିଁ। ପ୍ରଭୁ ପରମେଶ୍ବର ସମାନଙ୍କେୁ ଆଲୋକ ଦବେେ। ସମାନେେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ବ କରିବେ।

Interlinear

Choose Theme