ପ୍ରଥମ ଶାମୁୟେଲ 17:57 · ଓଡ଼ିଆ ବାଇବେଲ
ଦାଉଦ ପଲେଷ୍ଟୀୟକକ୍ସ୍ଟ ହତ୍ଯାକରି ପଲେଷ୍ଟୀୟର ମସ୍ତକ ହସ୍ତ ରେ ଧରି ଫରେି ଆସିବା ବେଳେ ଅବନର ତାଙ୍କୁ ନଇେ ଶାଉଲଙ୍କ ନିକଟକକ୍ସ୍ଟ ଆସିଲା।
Cross references
ପ୍ରଥମ ଶାମୁୟେଲ 17:54
ଦାଉଦ ସହେି ପଲେଷ୍ଟୀୟର ମସ୍ତକ ନଇେ ଯିରୁଶାଲମକୁ ଆଣିଲେ କିନ୍ତୁ ତା'ର ଅସ୍ତ୍ର ଆପଣା ଗୃହ ରେ ରଖିଲେ।