Home Bibles ପ୍ରଥମ ଶାମୁୟେଲ 17:33 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 17:33 · ଓଡ଼ିଆ ବାଇବେଲ

ଶାଉଲ ଉତ୍ତର ଦେଲେ, ତୁମ୍ଭେ ସହେି ପଲେଷ୍ଟୀୟ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନକ୍ସ୍ଟହଁ ଏବଂ ଗଲିଯାତ ବାଳକ ଅବସ୍ଥାରକ୍ସ୍ଟ ୟକ୍ସ୍ଟଦ୍ଧ କରି ଆସକ୍ସ୍ଟଅଛି।

Cross references

ଗଣନା ପୁସ୍ତକ 13:31

ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ୟାଇଥିଲେ, ସମାନେେ କହିଲେ, ଆମ୍ଭମାନେେ ସହେି ଲୋକମାନଙ୍କ ବିରୁଦ୍ଧ ରେ ୟାଇ ପାରିବୁ ନାହିଁ। କାରଣ ସମାନେେ ଆମ୍ଭଠାରୁ ଶକ୍ତିଶାଳୀ।

ଦିତୀୟ ବିବରଣ 9:2

ସହେି ଲୋକମାନେ ଅନାକୀଯମାନଙ୍କ ସନ୍ତାନ ବଳବାନ ଓ ଦୀର୍ଘକାଯ ତୁମ୍ଭେ ସମାନଙ୍କେୁ ଜାଣିଅଛ, ପକ୍ସ୍ଟଣି ସମାନଙ୍କେ ବିଷଯ ରେ ଏହା କକ୍ସ୍ଟହାୟିବାରକ୍ସ୍ଟ ଏହା ଶକ୍ସ୍ଟଣିଅଛ। ଯେ, ' ସମାନଙ୍କେ ସମ୍ମକ୍ସ୍ଟଖ ରେ କହେି ଛିଡା ହବୋକକ୍ସ୍ଟ ସାହାସ କରନ୍ତି ନାହିଁ।'

ପ୍ରଥମ ଶାମୁୟେଲ 17:42

ପଲେଷ୍ଟୀୟମାନେ ଅନାଇ ଦାଉଦଙ୍କକ୍ସ୍ଟ ଦେଖିଲେ ଓ ତାକକ୍ସ୍ଟ ତକ୍ସ୍ଟଚ୍ଛ ଜ୍ଞାନ କଲେ କାରଣ ଦାଉଦ ୟକ୍ସ୍ଟବା ଓ ଇସତ୍ ରକ୍ତବର୍ଣ ଓ ସକ୍ସ୍ଟନ୍ଦର ବଦନ ଥିଲେ।

ପ୍ରଥମ ଶାମୁୟେଲ 17:56

ରାଜା କହିଲେ, ପଗ୍ଭର ଏ ୟକ୍ସ୍ଟବକ କାହାର ପକ୍ସ୍ଟଅ?

ଗୀତସଂହିତା 11:1

ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରଯ ନିଏ। ତଣେୁ କାହିଁକି ମାେତେ ଲୁଚିବାକୁ କହୁଅଛ, ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିୟାଅ ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:4

ଲୋକାମନେ ସହେି ସାପକୁ ପୂଜା କଲେ, କାରଣ ସେ ତା'ର କ୍ଷମତା ପଶୁକୁ ଦାନ କରିଦଇେଥିଲା। ଲୋକମାନେ ସହେି ପଶୁକୁ ମଧ୍ଯ ପୂଜା କଲେ। ସମାନେେ କହିଲେ, ଏହି ପଶୁ ଭଳି ଶକ୍ତିଶାଳୀ କିଏ ଅଛି ? ତା' ବିରୁଦ୍ଧ ରେ କିଏ ୟୁଦ୍ଧ କରିପାରିବ ?

Interlinear

Choose Theme