ପ୍ରଥମ ଶାମୁୟେଲ 14:34 · ଓଡ଼ିଆ ବାଇବେଲ
ଶାଉଲ କହିଲେ, ୟାଅ ଓ ସମସ୍ତଙ୍କକ୍ସ୍ଟ କକ୍ସ୍ଟହ ସମାନଙ୍କେର ବଳଦ ଓ ମଷେ ମାେ ନିକଟକକ୍ସ୍ଟ ଆଣିବା ପାଇଁ। ତା'ପରେ ସମାନେେ ନିଶ୍ଚଯ ଏଠା ରେ ବଳଦ ଓ ମଷେକକ୍ସ୍ଟ ବଧ କରିବେ ଓ ଖାଇବେ। ରକ୍ତମିଶା କଞ୍ଚାମାଂସ ଖାଇ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କର ନାହିଁ।
Cross references
ଆଦି ପୁସ୍ତକ 9:4
କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦବେି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତ ରେ ଜୀବନ ଅଛି।