Home Bibles ପ୍ରଥମ ଶାମୁୟେଲ 14:27 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 14:27 · ଓଡ଼ିଆ ବାଇବେଲ

କିନ୍ତୁ ଯୋନାଥନ ପ୍ରତିଜ୍ଞା ବିଷଯ ରେ ଜାଣି ନ ଥିଲା। ସେ ତାଙ୍କ ବାପା ଲୋକମାନଙ୍କୁ ପ୍ରତିଜ୍ଞା କରିବାକୁ ବାଧ୍ଯ କରିଥିବା କଥା ସେ ଜାଣି ନ ଥିଲା। ଯୋନାଥନ ହାତ ରେ ବାଡି ଥିଲା, ସେ ବାଡିର ଅଗ୍ରଭାଗ ଦ୍ବାରା କିଛି ମହକ୍ସ୍ଟ ବାହାର କରି ଆଣିଲେ ଏବଂ ଖାଇଲା ଏବଂ ବହକ୍ସ୍ଟତ ଆଶ୍ବସ୍ତ ବୋଧ କଲା।

Cross references

ପ୍ରଥମ ଶାମୁୟେଲ 14:29

ଯୋନାଥନ କହିଲା, ମାେ ବାପା ଏ ଦେଶକକ୍ସ୍ଟ ବହକ୍ସ୍ଟତ ସମସ୍ଯା ଆଣିଛନ୍ତି। ଦେଖ! ମୁ ଅଳ୍ପ ମହକ୍ସ୍ଟ ଖାଇ କିପରି ଆଶ୍ବସ୍ତ ବୋଧ କରୁଛି।

ପ୍ରଥମ ଶାମୁୟେଲ 14:43

ଶାଉଲ ଯୋନାଥନଙ୍କକ୍ସ୍ଟ କହିଲେ, କକ୍ସ୍ଟହ, ତୁମ୍ଭେ କ'ଣ କରିଛ।

ପ୍ରଥମ ଶାମୁୟେଲ 30:12

ସମାନେେ ମିଶରୀଯଙ୍କକ୍ସ୍ଟ ଡିମ୍ବିରି ଚକ୍ତିରକ୍ସ୍ଟ ଖଣ୍ଡେ ଓ ଦକ୍ସ୍ଟଇ ପନ୍ଡୋ କିସ୍ମିସ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନକ୍ସ୍ଟଭବ କଲା। ସେ ତିନିଦିନ ଏବଂ ତିନିରାତି କିଛି ଖାଇ ନଥିଲେ, ପାଣି ପିଇଲେ ନାହିଁ।

ହିତୋପଦେଶ 24:13

ହେ ମାରେ ପୁତ୍ର, ତୁମ୍ଭେ ମହୁ ଖାଅ। ଯେ ହତେୁ ତାହା ଭଲ। ତୁମ୍ଭେ ମଧୁ ଚାଖି ଖାଅ, ଯେ ହତେୁ ତାହା ତୁମ୍ଭକୁ ସୁସ୍ବାଦୁ ଲାଗିବ।

ହିତୋପଦେଶ 25:26

ଗୋଳିଆ ଜଳାଶଯ ଓ ମଳିନ ନିର୍ଝର ଯେପରି ଅଟେ, ଦୁଷ୍ଟ ଆଗ ରେ ବିଚଳିତ ଧାର୍ମିକ ଠିକ୍ ସହେିପରି ଅଟେ।

Interlinear

Choose Theme