ପ୍ରଥମ ଶାମୁୟେଲ 10:14 · ଓଡ଼ିଆ ବାଇବେଲ
ଶାଉଲ କକା ତାଙ୍କୁ ଓ ତାଙ୍କର ୟକ୍ସ୍ଟବାଙ୍କକ୍ସ୍ଟ ପଚାରିଲେ, ତୁମ୍ଭମାନେେ କେଉଁଠାକକ୍ସ୍ଟ ୟାଇଥିଲ।
Cross references
ପ୍ରଥମ ଶାମୁୟେଲ 9:3
ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ ଶାଉଲକକ୍ସ୍ଟ କହିଲେ, ତୁମ୍ଭେ ଗ୍ଭକରମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ନଇେ ଗଧମାନଙ୍କର ସନ୍ଧାନ ନିଅ।
ପ୍ରଥମ ଶାମୁୟେଲ 9:10
ଏହା ଏକ ଉତ୍ତମ ବକ୍ସ୍ଟଦ୍ଧି। ଗ୍ଭଲ ୟିବା,
ପ୍ରଥମ ଶାମୁୟେଲ 14:50
ଶାଉଲଙ୍କ ସ୍ତ୍ରୀଙ୍କ ନାମ ଅହୀନୋଯମ୍, ସେ ଅହୀମାସର କନ୍ଯା।
ଦିତୀୟ ରାଜାବଳୀ 5:25
ଏହାପରେ ସେ ଭିତରକୁ ୟାଇ ଆପଣା ମହାଶୟ ସମ୍ମୁଖ ରେ ଛିଡା ହେଲେ। ତହୁଁ ଇଲୀଶାୟ ଗି ହଜେୀକୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଲ?