Home Bibles ପ୍ରଥମ ରାଜାବଳୀ 9:16 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 9:16 · ଓଡ଼ିଆ ବାଇବେଲ

ପୂର୍ବେ ମିଶର ରାଜା ଗଷେର ନଗର ବିରୁଦ୍ଧ ରେ ୟୁଦ୍ଧ କଲେ ଓ ତାକୁ ପୋଡି଼ ଦେଲେ। ସେ ତନ୍ନିବାସୀ କିଣାନୀଯମାନଙ୍କୁ ବଧ କଲେ। ଶଲୋମନ ଫାରୋଙ୍କ କନ୍ଯାକୁ ବିବାହ କଲେ ଓ ଫାରୋ ୟୌତୁକ ସ୍ବରୂପ ସହେି ନଗରକୁ ଶଲୋମନଙ୍କୁ ଦାନ କଲେ।

Cross references

ଯିହୋଶୂୟ 16:10

କିଣାନୀଯମାନଙ୍କୁ ଗଷେରକକ୍ସ୍ଟ ତଡିବା ପାଇଁ। କିନ୍ତୁ ଇଫ୍ରଯିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀଯ ଲୋକମାନେ ଆଜି ପର୍ୟ୍ଯନ୍ତ ମଧ୍ଯ ଇଫ୍ରଯିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀଯ ଲୋକମାନେ ଇଫ୍ରଯିମ ଲୋକମାନଙ୍କର ଦାସ ହାଇେ ରହିଲେ।

ପ୍ରଥମ ରାଜାବଳୀ 3:1

ତା'ପରେ ଶଲୋମନ ମିଶରର ରାଜା ସହିତ ଚୁକ୍ତି କରି ଫାରୋଙ୍କ କନ୍ଯାକୁ ବିବାହ କଲେ ଓ ତାକୁ ଦାଉଦ ନଗରକୁ ଆଣିଲେ। ସହେି ସମୟରେ ସେ ନିଜ ପାଇଁ ପ୍ରସାଦ ଓ ସଦାପ୍ରଭୁଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେ ମଧ୍ଯ ୟିରୁଶାଲମର ଚତୁର୍ଦ୍ଦିଗ ରେ ଏକ ପ୍ରାଚୀର ନିର୍ମାଣ କରୁଥିଲେ।

ପ୍ରଥମ ରାଜାବଳୀ 7:8

ରାଜା ଶସଲାମନଙ୍କର ବିଗ୍ଭର ଗୃହର ଅଗଣା ଉପଲର ଅବସ୍ଥିତ ଥିଲା। ଏହା ନିଯମ ପ୍ରଶସ୍ତଗୃହ ସଦୃଶ ନିର୍ମିତସହଲା।ସସ ମଧ୍ଯ ନିଜର ଭାର୍ୟ୍ଯା, ଫାଲରାର କନ୍ଯା ନିମନ୍ଲତସସହି ନିଯମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲଲ।

ପ୍ରଥମ ରାଜାବଳୀ 9:24

ମାତ୍ର ଫାରୋର କନ୍ଯା ଦାଉଦ ନଗରରୁ ଆସି ଶଲୋମନଙ୍କ ଦ୍ବାରା ନିର୍ମିତ ବୃତତ୍ ପ୍ରାସାଦ ରେ ବାସ କଲେ। ତା'ପରେ ଶଲୋମନ ମିଲ୍ଲୋ ନିର୍ମାଣ କଲେ।

Interlinear

Choose Theme