ପ୍ରଥମ ରାଜାବଳୀ 9:12 · ଓଡ଼ିଆ ବାଇବେଲ
ହୀରମ ଶଲୋମନଙ୍କ ଦତ୍ତ ନଗରଗୁଡିକୁ ଦେଖିବାକୁ ସୋରରୁ ଆସିଲେ, ମାତ୍ର ସେସବୁ ତାହାର ସନ୍ତାଷଜେନକ ହେଲା ନାହିଁ।
Cross references
ଗଣନା ପୁସ୍ତକ 22:34
ତହୁଁ ବିଲିଯମ ସଦାପ୍ରଭିଙ୍କ ଦୂତକୁ କହିଲା, ମୁଁ ପାପ କରିଅଛି, କାରଣ ତୁମ୍ଭେ ମାେ ବିପକ୍ଷ ରେ ପଥରେ ଠିଆ ହାଇେଅଛ। ଏହା ମୁଁ ଜାଣି ନ ଥିଲି। ମାେ ୟାତ୍ରା ଯଦି ତୁମ୍ଭ ଦୃଷ୍ଟି ରେ ମନ୍ଦ ହୁଏ, ତବେେ ମୁଁ ଗୃହକୁ ଫରେିୟିବି।
ବିଚାରକର୍ତାମାନଙ୍କ ବିବରଣ 14:3
ତାଙ୍କର ପିତା ମାତା ତାଙ୍କୁ କହିଲେ, ଆମର ସଐର୍କୀଯ ମଧିଅରେ ଇଶ୍ରାୟେଲ ରେ ତୁମ୍ଭର ସ୍ତ୍ରୀ ହବୋକକ୍ସ୍ଟ କନ୍ଯା ନାହିନ୍ତି ଯେ, ତୁମ୍ଭେ ଅସକ୍ସ୍ଟନ୍ନତ ପଲେଷ୍ଟୀୟମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ସ୍ତ୍ରୀ କରିବ?