Home Bibles ☰ Books ପ୍ରଥମ ରାଜାବଳୀ 9:10 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 9:10 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ଶ ଲୋମନଙ୍କୁ କୋଡିଏ ବର୍ଷ ଲାଗିଲା।

Cross references

ପ୍ରଥମ ରାଜାବଳୀ 6:37

ଶଲୋମନଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ଓ ବର୍ଷର ଦ୍ବିତୀୟ ମାସ ସିବ୍ ମାସ ରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହେଲା।

ପ୍ରଥମ ରାଜାବଳୀ 7:1

ଅନନ୍ତର ରାଜା ଶଲଲାମନ ତାଙ୍କ ନିଜପାଇଁ ଏକ ପ୍ରାସାଦ ନିର୍ମାଣ କଲଲସଯ କି ତାଙ୍କୁ ସମାପ୍ତ କରିବାକୁ ତଲର ବର୍ଷ ଲାଗିଥିଲା।

ପ୍ରଥମ ରାଜାବଳୀ 9:1

ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ ଓ ନିଜ ଇଚ୍ଛାନୁସା ରେ ସମସ୍ତ ଜିନିଷର ନିର୍ମାଣ କାର୍ୟ୍ଯ ସମାପ୍ତ କଲେ।

ଦିତୀୟ ବଂଶାବଳୀ 8:1

ସଦାପ୍ରଭୁଙ୍କ ମନ୍ଦିର ଓ ନିଜର ଗୃହ ନିର୍ମାଣ କରିବା ନିମନ୍ତେ ଶଲୋମନଙ୍କୁ 20 ବର୍ଷ ଲାଗିଲା।

ଦିତୀୟ ବଂଶାବଳୀ 8:8

ସମାନେେ ସହେି ଲୋକମାନଙ୍କର ଭବିଷ୍ଯତ ବଂଶଧର, ଯେଉଁମାନେ ସେ ପର୍ୟ୍ଯନ୍ତ ସହେି ଭୂମିରେ ଥିଲେ ଏବଂ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ବଧ କରାୟାଇ ନ ଥିଲେ। ଶଲୋମନ ସହେି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ଯ କଲେ। ସମାନେେ ଆଜି ପର୍ୟ୍ଯନ୍ତ କ୍ରୀତଦାସ ଅଛନ୍ତି।

ଏଜ୍ରା 5:11

ସମାନେେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ,

Interlinear

Choose Theme