Home Bibles ☰ Books ପ୍ରଥମ ରାଜାବଳୀ 8:64 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 8:64 · ଓଡ଼ିଆ ବାଇବେଲ

ଆଉ ମଧ୍ଯ ସହେିଦିନ ରାଜା ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖସ୍ଥ ପ୍ରାଙ୍ଗଣ ପବିତ୍ର କଲେ; କାରଣ ସଠାେରେ ସେ ହାମବେଳି, ଶସ୍ଯ ନବୈେଦ୍ଯ ଓ ସହଭାଗିତାର ବଳିର ମଦେ ଉତ୍ସର୍ଗ କଲେ। ଯେ ହତେୁ ହାମବେଳି, ଭକ୍ଷ୍ଯ ନବୈେଦ୍ଯ ଓ ମଙ୍ଗଳାର୍ଥକ ବଳିର ମଦେ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ୟଜ୍ଞବଦେୀ ଅତି େଛାଟ ଥିଲା।

Cross references

ଦିତୀୟ ବଂଶାବଳୀ 4:1

ଶଲୋମନ ଏକ ୟଜ୍ଞବଦେୀ ନିର୍ମାଣ ନିମନ୍ତେ ପିତ୍ତଳ ବ୍ଯବହାର କଲେ। ସହେି ପିତ୍ତଳର ବଦେୀଟି କୋଡ଼ିଏ ହାତ ଲମ୍ବା କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।

ଦିତୀୟ ବଂଶାବଳୀ 7:7

ଶ ଲୋମନ ପ୍ରାଙ୍ଗଣର ମଧ୍ଯଭାଗ ରେ ବଦେୀକୁ ଧାର୍ମିକ କାର୍ୟ୍ଯ ପାଇଁ ସମର୍ପଣ କଲେ। ଏହି ପ୍ରାଙ୍ଗଣ ସଦାପ୍ରଭୁଙ୍କ ମନ୍ଦିରର ସମ୍ମୁଖ ରେ ଥିଲା। ସଠାେରେ ଶଲୋମନ ହାମବେଳି ଓ ସହଭାଗିତାର ନବୈେଦ୍ଯର ଚର୍ବି ଉତ୍ସର୍ଗ କଲେ। ଶଲୋମନ ପ୍ରାଙ୍ଗଣର ମଧ୍ଯଭାଗକୁ ବ୍ଯବହାର କଲେ, କାରଣ ସେ ଯେଉଁ ପିତ୍ତଳ ନିର୍ମିତ ୟଜ୍ଞବଦେୀ ନିର୍ମାଣ କରିଥିଲେ, ତାହା ହାମବେଳି, ଶସ୍ଯ ନବୈେଦ୍ଯ ଓ ଚର୍ବିକୁ ଏକା ବେଳେ ଧାରଣ କରିପାରୁ ନ ଥିଲା।

Interlinear

Choose Theme