ତୁମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଓ ସତ୍ ହୁଅ। ତାଙ୍କୁ ସର୍ବଦା ଅନୁସରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ବ୍ଯବସ୍ଥା ଓ ଆଜ୍ଞା ପାଳନ କର। ବର୍ତ୍ତମାନ ପରି ଭବିଷ୍ଯତ ରେ ପାଳନ କରିବାକୁ ସର୍ବାନ୍ତଃକରଣ ରେ ସ୍ଥିର କର।
Cross references
ଯେତବେେଳେ ଅବ୍ରାମକୁ ଅନେଶ୍ବତ ବର୍ଷ ସେତବେେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ସର୍ବଶକ୍ତିମାନ ପରମେଶ୍ବର। ଉତ୍ତମ କାର୍ୟ୍ଯମାନ କର। ମାେତେ ମାନ ଏବଂ ନିଷ୍ଠାପର ଜୀବନୟାପନ କର।
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହବେ।
ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ ରମେ ପ୍ରକାଶ କଲେ। କବଳେ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନ ରେ ଧୂପ ଜଳାଇଲେ।
ଶଲୋମନ ଯେତବେେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦବେତାଗଣଙ୍କୁ ଅନୁସରଣ କରିବା ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣ ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।
ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମ ରେ ଲିପ୍ତ ଥିଲେ ସେ ମଧ୍ଯ ସହେି ସବୁ ପାପକର୍ମ କରି ଚାଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କ ପ୍ରତି ସର୍ବାନ୍ତଃକରଣ ରେ ବିଶ୍ବସ୍ତ ନଥିଲେ।
ଆସା ଉଚ୍ଚସ୍ଥଳୀ ସବୁ ଧ୍ବଂସ କଲେ ନାହିଁ, ମାତ୍ର ସେ ୟାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ରହିଲେ।
ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର। ତା'ପରେ ହିଜକିଯ ଅତିଶଯ ରୋଦନ କଲେ।
ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।
ଊଷ୍ ଦେଶ ରେ ଆୟୁବ ନାମ ରେ ଜଣେ ବ୍ଯକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି ଥିଲା। ଆୟୁବ ପରମେଶ୍ବରଙ୍କ ଉପାସନା କରିବା ବ୍ଯତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦ କାର୍ୟ୍ଯରୁ ବିରତ ରହୁଥିଲା।
ତା'ପରେ ସଦାପ୍ରଭୁ ଶଯତାନକୁ ପଚାରିଲେ, ତୁମ୍ଭେ ମାରେ ସବେକ ଆୟୁବକୁ ଦେଖିଛ କି ? ଆୟୁବ ଭଳି ଜଣେ ବ୍ଯକ୍ତି ଏ ପୃଥିବୀ ରେ କହେି ନାହିଁ। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି ଅଟେ। ସେ ପରମେଶ୍ବରଙ୍କୁ ଉପାସନା କରେ ଏବଂ ମନ୍ଦକାର୍ୟ୍ଯ କରିବାକୁ ପ୍ରତ୍ଯାଖାନ କରେ।
ସିଦ୍ଧ ଓ ଧାର୍ମିକ ଲୋକ ହୁଅ। ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସମାନଙ୍କେର ଅନକେ ବଂଶଧର ବଢ଼ି ଚାଲିବେ।
ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।
ମୁଁ କହୁ ନାହିଁ ଯେ ପରମେଶ୍ବର ମାେତେ ଯେପରି ହବୋକୁ ଚାହାଁନ୍ତି, ମୁଁ ଠିକ୍ ସପରେି ହାଇେସାରିଛି। ମୁଁ ସହେି ଲକ୍ଷ୍ଯ ସ୍ଥଳ ରେ ଏପର୍ୟ୍ଯନ୍ତ ପହଁଞ୍ଚି ପାରି ନାହିଁ। କିନ୍ତୁ ମୁଁ ମାରେ ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ବାରା ସହେି ଲକ୍ଷ୍ଯ ହାସଲ କରିପାରିବି। ଯୀଶୁ ଖ୍ରୀଷ୍ଟ ଚାହାଁନ୍ତି ଯେ ମୁଁ ସହେି ଲକ୍ଷ୍ଯ ପାଇପା ରେ, ସେଥିପାଇଁ ସେ ମାେତେ ନିଜର କରିଛନ୍ତି।