ତୁମ୍ଭେ ଆପଣାର ସବେକ, ମାରେ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ। ଆଉ ତୁମ୍ଭେ ନିଜ ମୁଖ ରେ ଯାହା ପ୍ରତିଜ୍ଞା କରିଥିଲ, ଏହା ସତ୍ଯ କରିବା ପାଇଁ ତୁମ୍ଭେ ଆଜି ତୁମ୍ଭର ମହାନ ଶକ୍ତିବଳ ରେ ତାହା ପୂରଣ କରିଛ।
Cross references
ସଦାପ୍ରଭୁ ଇଶ୍ରାୟେଲ ବଂଶକକ୍ସ୍ଟ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ଯରକ୍ସ୍ଟ ଗୋଟିଏ ହେଲ କଥା ବିଫଳ ହେଲାନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।
ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।
ତକ୍ସ୍ଟମ୍ଭ ପରିବାର ଓ ତକ୍ସ୍ଟମ୍ଭ ରାଜତ୍ବ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଅନନ୍ତକାଳ ସ୍ଥିରିକୃତ ହବେ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ହବେ।
ତା'ପରେ ଶଲୋମନ ସଦାପ୍ରଭୁଙ୍କୁ ଏକ ଦୀର୍ଘ ପ୍ରାର୍ଥନା ରେ କହିଲେ,
ଶଲୋମନ କହିଲେ,
ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କ ସହିତ କରିଥିବା ନିଯମ ରକ୍ଷା କରିଅଛ। ଦାଉଦ ମାରେ ପିତା ଥିଲେ। ତୁମ୍ଭେ ଆପଣାର ମୁଖ ରେ ଏହି ପ୍ରତିଜ୍ଞା କରିଥିଲ। ଆଉ ଆଜି ତୁମ୍ଭେ ତୁମ୍ଭର ହସ୍ତ ଦ୍ବାରା ସହେି ପ୍ରତିଜ୍ଞାକୁ ସତ୍ଯ ରେ ପରିଣତ କରିଅଛ।
ହେ ପରମେଶ୍ବର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି। ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ଯତାକୁ ପ୍ରଶଂସା କରିବି। ତୁମ୍ଭେ ପ୍ରସିଦ୍ଧ ଅଟ ଏବଂ ୟାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ଯ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।