ପ୍ରଥମ ରାଜାବଳୀ 7:9 · ଓଡ଼ିଆ ବାଇବେଲ
ଏହିସବୁ ଅଟାଳିକାଗୁଡିକ ମୂଲ୍ଯବାନ୍ ପଥରସର ନିର୍ମିତସହଲା। ଏହିସବୁ ପଥରଗୁଡିକ ନିର୍ଦ୍ଧିଷ୍ଟ ଆକାର ଅନୁସାଲର କରତସର କଟାଗଲା।ସସଗୁଡିକର ଆଗପଛ କଟାଗଲା। ଏହି ପଥରଗୁଡିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ୟ୍ଯନ୍ତ ବ୍ଯବହାରସହଲା। ପ୍ରାଙ୍ଗଣ ମଧ୍ଯ ବହୁମୂଲ୍ଯ ପ୍ରସ୍ତରସର ତିଆରିସହଲା।
Cross references
ପ୍ରଥମ ରାଜାବଳୀ 5:17
ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ ପଥର କାଟିବା ପାଇଁ ସମାନଙ୍କେୁ ଆଦେଶ ଦେଲେ।
ପ୍ରଥମ ରାଜାବଳୀ 7:10
ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ଯବାନ୍ ପଥରସର ନିର୍ମିତସହଲା।ସକଲତକ ପ୍ରସ୍ତର ଦଶହାତ ଓସକଲତକ ଆଠ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା।