ପୁଣି ତାଙ୍କ ରାଜତ୍ବର ଏକାଦଶ ବର୍ଷ ରେ, ବୂଲ ନାମକ ବର୍ଷର ଅଷ୍ଟମ ମାସ ରେ ନିରୂପିତ ଆକୃତି ଅନୁସାରେ ସମୁଦାଯ ମନ୍ଦିରର ନିର୍ମାଣ କାର୍ୟ୍ଯ ସମାପ୍ତ ହେଲା। ଏହିରୂପେ ମନ୍ଦିର ନିର୍ମାଣ କରିବା ରେ ତାଙ୍କୁ ସାତବର୍ଷ ଲାଗିଲା।
Cross references
ସମାଗମ ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ୟ୍ଯ ଇଶ୍ରାୟେଲ ଲୋକମାନଙ୍କ ସମାପ୍ତ ହେଲା। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ସମସ୍ତ କର୍ମ କଲେ।
ଇଶ୍ରାୟେଲର ଲୋକମାନେ ଏହିପରି କାର୍ୟ୍ଯମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମାଶାଙ୍କେୁ ଆଜ୍ଞା ଦଇେଥିଲେ.
ମାଶାେ ସହେି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷପେ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡିକ ଠିକ୍ ଭାବରେ ହାଇେଥିଲା। ତେଣୁ ମାଶାେ ସମାନଙ୍କେୁ ଆଶୀର୍ବାଦ କଲେ।
ଇଶ୍ରାୟେଲୀୟମାନେ ମିଶର ପରିତ୍ଯାଗ କରିବା ପରେ ଶଲୋମନଙ୍କର ଇଶ୍ରାୟେଲ ଉପରେ ରାଜତ୍ବର ଚତୁର୍ଥ ବର୍ଷ ରେ ଓ ସିବ୍ ନାମକ ବର୍ଷର ଦ୍ବିତୀୟ ମାସ ରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ୟ୍ଯନ୍ତ ମନ୍ଦିର ନିର୍ମାଣ କାର୍ୟ୍ଯ ଲାଗିଲା।
ଏହିପରି ସେ ମନ୍ଦିର ନିର୍ମାଣ କାର୍ୟ୍ଯ ସମାପନ କଲେ ଓ ଏରସ କାଠର କଡି ଓ ପଟାଦ୍ବାରା ମନ୍ଦିରକୁ ଆଚ୍ଛାଦନ କଲେ।
ଅନନ୍ତର ରାଜା ଶଲଲାମନ ତାଙ୍କ ନିଜପାଇଁ ଏକ ପ୍ରାସାଦ ନିର୍ମାଣ କଲଲସଯ କି ତାଙ୍କୁ ସମାପ୍ତ କରିବାକୁ ତଲର ବର୍ଷ ଲାଗିଥିଲା।
ଦାଉଦ କହିଲେ, ସଦାପ୍ରଭୁ ମାେତେ ପରିଚାଳନା ଦବୋ ସହିତ ଏହି ସମସ୍ତ ଯୋଜନା ଲିଖିତ ହାଇେଅଛି। ସଦାପ୍ରଭୁ ମାେତେ ଏହି ଯୋଜନା ରେ ଲିଖିତ ସମସ୍ତ ବିଷଯ ବୁଝିବା ରେ ସାହାୟ୍ଯ କରିଅଛନ୍ତି।
ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଆହୁରି ମଧ୍ଯ କହିଲେ, ବଳବାନ୍ ଓ ସାହସୀ ହୁଅ ଏବଂ ଏହି କାର୍ୟ୍ଯ ଶଷେ କର। ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ବର, ମାରେ ପରମେଶ୍ବର, ତୁମ୍ଭ ସହିତ ରେ ଅଛନ୍ତି। ସମସ୍ତ କାର୍ୟ୍ଯ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ତୁମ୍ଭକୁ ସାହାୟ୍ଯ କରିବେ। ସେ ତୁମ୍ଭକୁ ତ୍ଯାଗ କରିବେ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବ।
ସଦାପ୍ରଭୁଙ୍କ ମନ୍ଦିର ଓ ନିଜର ଗୃହ ନିର୍ମାଣ କରିବା ନିମନ୍ତେ ଶଲୋମନଙ୍କୁ 20 ବର୍ଷ ଲାଗିଲା।
ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପିତ ହବୋ ଦିନଠାରୁ ସଦାପ୍ରଭୁଙ୍କ ମନ୍ଦିର ଶଷେ ନ ହେଲା ପର୍ୟ୍ଯନ୍ତ ଶଲୋମନଙ୍କର ସମସ୍ତ କାର୍ୟ୍ଯ ଭଲ ଭାବରେ କରାଗଲା।
ଏହାପରେ ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ରେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ରେ ଶାଲଟୀଯଲରେ ପୁତ୍ର ସରୁଦ୍ଦାବିଲ, ୟୋଷାଦକର ପୁତ୍ର ଯଶୂେଯ ଓ ସମାନଙ୍କେର ଅବଶିଷ୍ଟ ଯାଜକ ଓ ଲବେୀୟ ଭାତୃଗଣ, ବନ୍ଦୀ ଦଶାରୁ ୟିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ୟ୍ଯ ରେ ତତ୍ତ୍ବାବଧାରଣ ନିମନ୍ତେ କୋଡିଏ ବର୍ଷ ଓ ତତୋଧିକ ବଯସ୍କ ଲବେୀୟମାନଙ୍କୁ ନିୟୁକ୍ତ କଲେ।
ଏଥି ରେ ହାଗଯ ଭବିଷ୍ଯଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିଯର ଭବିଷ୍ଯଦ୍ବାକ୍ଯ ସହକା ରେ ୟିହୁଦୀଯ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ୟ୍ଯ ହେଲେ। ଆଉ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ଯ ରାଜା କୋରସ ଓ ଦାରିଯାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ।
ୟିରୁଦ୍ଦାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ୟ୍ଯ ଶଷେ କରିବ। ତା'ପ ରେ ତୁମ୍ଭମାନେେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମାେତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।
ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ ଓ ମହିମା ପ୍ରାପ୍ତ ହବେେ। ସେ ମଧ୍ଯ ଆପଣା ସିଂହାସନ ରେ ବସିବେ ଓ ରାଜତ୍ବ କରିବେ। ଆଉ ମଧ୍ଯ ଜଣେ ଯାଜକ ତାଙ୍କ ସିଂହାସନ ରେ ବସି ଯାଜକ ହବେେ। ସହେି ଦୁଇଜଣ ମଧିଅରେ ଶାନ୍ତିର ନତେୃତ୍ବ ହବେ।'
ଯିହୂଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛଯାଳିଶ ବର୍ଷ ପର୍ୟ୍ଯନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧିଅରେ ନିର୍ମାଣ କରି ଦବେ?